Masthead

ରେଭ ପାର୍ଟି ମାମଲା: ଆଉ ୨ ଜଣଙ୍କୁ ଗିରଫ କଲା ଏନସିବି

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ରେଭ ପାର୍ଟିରେ ଡ୍ରଗସ୍ ସେବନ ମାମଲା । ଆଉ ଦୁଇଜଣଙ୍କୁ ଗିରଫ କରିଛି ଏନସିବି । ଫଳରେ ଉକ୍ତ ମାମଲାରେ ଗିରଫ ସଂଖ୍ୟା ୧୦ରେ ପହଞ୍ଚିଛି । ଉକ୍ତ ମାମଲାରେ ଗିରଫ ହୋଇଥିବା ନବମ ବ୍ୟକ୍ତି ଜଣକ ହେଲେ ଶ୍ରେୟସ ନାୟାର ଏବଂ ଦଶମ ବ୍ୟକ୍ତି ଜଣକ ଯୋଗେଶ୍ଵରୀ ଅଞ୍ଚଳର । ଏହି ଅଭିଯୁକ୍ତ ଜଣକ ଡ୍ରଗ୍ସ ଯୋଗାଇଥିଲେ । ଏବଂ ତାଙ୍କ ନିକଟରୁ ୫ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରାଯାଇଛି ।

ତେବେ ରବିବାର ଗୋଆ ଯାଉଥିବା କ୍ରୁଜ ଉପରେ ଚଢାଉ ପରେ ଗୋଟିଏ ପରେ ଗୋଟିଏ ଡ୍ରଗ୍ସ ଲିଙ୍କର ପର୍ଦ୍ଦାଫାସ କରୁଛି ଏନସିବି । ଅନ୍ୟପଟେ ବ୍ୟାନ୍ ହୋଇଥିବା ୪ଟି ବେଆଇନ ଡ୍ରଗ୍ସ କାରବାର ଏବଂ ସେବନ ଅଭିଯୋଗରେ ଗିରଫ ହୋଇଛନ୍ତି ଆର୍ୟ୍ୟନ ଖାନ୍ । ଆର୍ୟ୍ୟନଙ୍କ ଜାମିନ୍ ଆବେଦନ ଖାରଜ ହେବା ସହ ଅକ୍ଟୋବର ୭ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ଏନସିବି । ଏଥିସହ ଆର୍ୟ୍ୟନଙ୍କ ୨ ବନ୍ଧୁ ଅରବାଜ ଏବଂ ମୁନମୁନଙ୍କ ରିମାଣ୍ଡ ଅବଧି ମଧ୍ୟ ବଢିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ