Before Header

ଟିଫିନ ବୋମା ଜବତ

0 20

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ପୋଲିସକୁ ମିଳିଛି ବଡ଼ ସଫଳତା । ମାଓବାଦୀଙ୍କ ଲକ୍ଷ୍ୟ ଭ୍ରଷ୍ଟ ହୋଇଛି । ଓଡ଼ିଶା ପୋଲିସ ମାଓବାଦୀଙ୍କ ଯୋଜନା ପଣ୍ଡ କରିବାକୁ ଯାଇ ଜବତ କରିଛି ବପୁଳ ବିସ୍ଫାରକ । ଆନ୍ଧ୍ର ଓଡ଼ିଶା ସୀମାର କୁସୁମପୁଟ ନିକଟରେ ଓଡ଼ିଶା ପୋଲିସ ପାଟ୍ରୋଲିଙ୍ଗ କରୁଥିବାବେଳ ୬୦ କେଜି ବିଦୁ୍ୟତ ତାର, ୬ ଟିଫିନ ବୋମା, ବହୁ ପରିମାଣର ବାରୁଦ, ୨ ଟି ୱାକିଟକି ସହ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରିଛି । ବୋମା ନିଷ୍କ୍ରିୟକାରୀ ଦଳ ସବୁ ସବିସ୍ଫୋରକକୁ ଅକାମି କରି ଦେଇଛନ୍ତି । ଛତିଶଗଡ଼-ଆନ୍ଧ୍ର-ଓଡ଼ିଶା ସୀମାରେ ଓଡ଼ିଶା ପୋଲିସ ନିୟମିତ କମ୍ବିଂ ଅପରେଶନ ଚଳାଇଛି ।

Leave A Reply

Your email address will not be published.