Masthead

ମରୁଭୂମିରେ ବରଫ!

ମରୁଭୂମିରେ ବରଫ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ପ୍ରକୃତରେ ଏହା ସତ୍ୟ । ଏଭଳି ଆଶ୍ଚର୍ଯ୍ୟକାରୀ ଦୃଶ୍ୟ ଦେଖିବାକୁ ମିଳିଛି ସାହାରା ମରୁଭୂମିରେ । ଜଳାବାୟୁର ଏପରି ଭୟଙ୍କର ପରିବର୍ତ୍ତନ ସାହାରା ମରୁଭୂମିରେ ଦେଖିବାକୁ ମିଳିଛି । ୫୦ ବର୍ଷର ରେକର୍ଡ ଭାଙ୍ଗିଛି । ଜାନୁଆରୀ ମାସରେ ଦେଶର କିଛି ସ୍ଥାନରେ ବରଫ ପଡିବାର ଦେଖିବାକୁ ମିଳେ । କିନ୍ତୁ ଆଫ୍ରିକା ଓ ମଧ୍ୟ-ପୂର୍ବର ମରୁଭୂମିରେ ଏଭଳି ଦେଖିବାକୁ ମିଳିନଥାଏ । ହେଲେ ଏବର୍ଷ ସାହାରା ମରୁଭୂମିରେ ବରଫର ଆସ୍ତରଣ ଦେଖିବାକୁ ମିଳିଛି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଫଟୋଗ୍ରାଫର କରିମ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ ।

 

View this post on Instagram

 

A post shared by Karim Bouchetata (@kaaarimo)

ସାଧାରଣତଃ ଉତ୍ତର ଆଫ୍ରିକାର ଅଧିକାଂଶ ସ୍ଥାନ ସାହାରା ମରୁଭୂୂମି ଦ୍ୱାରା ଆଚ୍ଛାଦିତ ହୋଇଥାଏ ।ଏଠାରେ ତାପମାତ୍ରା ସର୍ବଦା ଅଧିକା ଥାଏ । ଗଣମାଧ୍ୟମ ସଂସ୍ଥାରୁ ଜଣାପଡିଛି ଯେ ,୫୦ ବର୍ଷ ପରେ ଜଳବାୟୁରେ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି । ବରଫ ମରୁଭୂମିରେ ଲୋକମାନେ ଫଟୋ ଉଠାଇଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହାସହ ସାଉଦି ଆରବରେ ମଧ୍ୟ ତାପମାତ୍ରା କମିଥିବାର ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା