Masthead

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ହେବ ବଡ଼ ହଲଚଲ

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ରରେ ହେବାକୁୁ ଯାଉଛି ବଡ଼ ହଲଚଲ । ଓଲଟି ଯିବ ଖେଳ । ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଓଲଟପାଲଟ ହେବାକୁ ଯାଉଛି। ଶିବସେନା-ୟୁବିଟି ସାଂସଦ ସଞ୍ଜୟ ରାଉତ ଏକ ବଡ଼ ଦାବି କରିଛନ୍ତି ଏବଂ ମହା ବିକାଶ ଆଗାଡି(ଏମଭିଏ)ସହ ଅନେକ ନେତା ସମ୍ପର୍କରେ ଅଛନ୍ତି । ସେ କହିଛନ୍ତି ମହାୟୁତୀ (ବିଜେପି, ଶିବସେନା, ଏନସିପି) ର ବଡ ନେତାମାନେ ଏମଭିଏରେ ଯୋଗଦେବେ। ଏନସିପି ନେତା ଏକନାଥ ଖଡସେ ବିଜେପିକୁ ଫେରିଥିଲେ ମଧ୍ୟ ସେ ଅଭିଯୋଗ କରିଛନ୍ତି କିଛି ଲୋକଙ୍କ ବିରୋଧ ଯୋଗୁ ତାଙ୍କ ବିଜେପିରେ ଯୋଗଦେବାର ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ।

ସେ ଏହା ମଧ୍ୟ କହିଛନ୍ତି, ମୁଁ ଏବେ ବି ଶରଦ ପାୱାରଙ୍କ ନେତୃତ୍ୱରେ ଦଳର ସଦସ୍ୟ ଏବଂ ମୁଁ ମଧ୍ୟ ଏହାର ବିଧାୟକ। ମୋର ଇସ୍ତଫା ଗ୍ରହଣ କରାଯାଇ ନାହିଁ। କିଛି ଦିନ ଅପେକ୍ଷା କରିବା ପରେ ଯାଇ କୌଣସି ନିଷ୍ପତ୍ତି ନେବେ। ନିର୍ବାଚନ ପୂର୍ବରୁ ମହାୟୁତୀ ଦଳର ନେତାଙ୍କ ଇସ୍ତଫା ପ୍ରକ୍ରିୟା ଜାରି ରହିଛି। ଶରଦ ପାୱାର ଦଳରେ ବିଜେପି ନେତା, ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟକାନ୍ତ ପାଟିଲ ଏବଂ ମାଦଭରାଓ କିହ୍ଲାରକର ଯୋଗ ଦେଇଥିଲେ।

ଏଥି ସହ ସୋଲାପୁରର ବସନ୍ତ ଦେଶମୁଖ ମଧ୍ୟ ଶରଦ ପାୱାରଙ୍କ ପାର୍ଟିରେ ଯୋଗଦେବାକୁ ଘୋଷଣା କରିଥିଲେ। ଅଜିତ ପାୱାର ଗୋଷ୍ଠୀର ରାମରାଜ ନିମ୍ବଲକର ମଧ୍ୟ ଦଳ ଛାଡିବାର ସମ୍ଭାବନା ରହିଛି। ଜୁଲାଇ ମାସରେ, ପିମ୍ପଲି-ଚିଞ୍ଚୱାଡର ୨୦ରୁ ଅଧିକ ଏନସିପି କାର୍ଯ୍ୟକର୍ତ୍ତା ଶରଦ ପାୱାର ଦଳରେ ଯୋଗ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ