Masthead

ବିରାଟଙ୍କ ଲାଗି ବିରାଟ ପ୍ଲାନ କରିଛି କଙ୍ଗାରୁ ଦଳ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା କରିଛି ଅଷ୍ଟ୍ରେଲିଆ । ଏମିତି କହିଛନ୍ତି ଅଷ୍ଟ୍ରେଲିଆ ଦଳର ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗର୍ । ବିରାଟ ଏହି ଚାରି ଟିକିଆ ସିରିଜରେ ମାତ୍ର ଗୋଟିଏ ମ୍ୟାଚ ଖେଳିବ । ଗୋଟିଏ ମ୍ୟାଚ ପରେ ଭାରତ ପ୍ରତ୍ୟାବର୍ତ୍ତନ କରିବେ ବିରାଟ କୋହଲି । ପ୍ରଥମ ମ୍ୟାଚରେ କିପରି ଭାବରେ ବିରାଟ କୋହଲିଙ୍କୁ ରୋକିବ ସେଥିପାଇଁ ପୁରା ପ୍ଲାନ କରିଛି ଅଷ୍ଟ୍ରେଲିଆ । ଜଷ୍ଟିନ ଲାଙ୍ଗାର କହିଛନ୍ତି କି ‘ସେ ଜଣେ ମହାନ ଖେଳାଳି ଏବଂ ଅଧିନାୟକ । ତାଙ୍କ ପ୍ରତି ମୋର ଢ଼େର ସମ୍ମାନ ରହିଛି । ବ୍ୟାଟ୍ସମ୍ୟାନ ଭାବରେ ତାଙ୍କ ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ ଥିବାରୁ ଆମେ ସେଥିପାଇଁ ଯେ୍ଧକ୍ସନା କରୁଛୁ ।

ଯୋଜନାକୁ କାର୍ଯ୍ୟକାରୀ କରିବା ଆମର ପରବର୍ତି ଲକ୍ଷ୍ୟ । ତାଙ୍କୁ କିଭଳି ଆୁଟ କରିହେବ ଚିନ୍ତା କରୁଛୁ । ତାଙ୍କୁ ଚିଡାଇବା ପରିବର୍ତ୍ତେ କିଭଳି ଆଉଟ କରିହେବ ସେ ଚିନ୍ତା କରୁଛୁ । ସ୍ଲେଜିଂ ଯୋଜନାକୁ ଖଣ୍ଡନ କରି ଲାଙ୍ଗାର କହିଛନ୍ତି କି, ‘ଆମେ ଆମ ଦକ୍ଷତା ଅନୁସାରେ ଖେଳିଥାଉ, କୌଣସି ଭାବାବେଗରେ ନୁହେଁ । ଅନ୍ୟୁନ ଏହା କରିବାକୁ ଚେଷ୍ଟା କରିଥାଉ । ଖେଳାଳି ମାନଙ୍କ ମନରେ ୨୦୧୮-୧୯ର ପରାଜୟର ପ୍ରତିଶୋଧ ଲକ୍ଷ୍ୟ ରହିଛି ବୋଲି ମଧ୍ୟ ସେ ସ୍ୱୀକାର କରିଛନ୍ତି । ଆଇପିଏଲ ଖେଳାଳିମାନଙ୍କ ମଧ୍ୟରେ ବଂଧୁତା ଓ କ୍ରୀଡାବିତ ଭାବନ ବଢ଼ିଥିବା ଲାଙ୍ଗର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ