Masthead

ଭବିଷ୍ୟତରେ କରୋନା ହଟସ୍ପଟ ସ୍ଥାନ ଚିହ୍ନଟ କଲେ ବୈଜ୍ଞାନିକ

(ବଡ଼ ଖବର ବ୍ୟୁରୋ): ସମ୍ପୂର୍ଣ୍ଣ ବିଶ୍ୱରେ ଏବେ କରୋନା ପ୍ରକୋପ ଜାରି ରହିଛି । ତେବେ ଭବିଷ୍ୟତରେ ବୈଶ୍ୱିକ ହଟସ୍ପଟ ଚିହ୍ନଟ କରିଛନ୍ତି । ଏହି ହଟସ୍ପଟ ଗୁଡ଼ିକରୁ ହିଁ କରୋନା ସଂକ୍ରମଣ ବ୍ୟାପିବାର ସମ୍ଭାବନା ଅଧିକ ରହିଛି । ରିମୋଟ ସେନ୍ସିଂ ଦ୍ୱାରା ଏଭଳି କିଛି ଅଞ୍ଚଳ ଠାବ କରିଛନ୍ତି ବୈଜ୍ଞାନିକ । ଯେଉଁ ଅଞ୍ଚଳରେ ବାଦୁଡ଼ି ଅଧିକ ମାତ୍ରାରେ ବାସ କରନ୍ତି ସେମାନଙ୍କଠାରୁ କରୋନା ଭାଇରସ ମନୁଷ୍ୟ ଦେହକୁ ଆସିବା ସମ୍ଭାବନା ଅଧିକ ରହିଛି । ଏହି ଗବେଷଣା ପଶ୍ଚିମ ୟୁରୋପରୁ ଦକ୍ଷିଣପୂର୍ବ ଏସିଆ ମଧ୍ୟରେ କରାଯାଇଛି । ବର୍କେଲର ୟୁନିଭର୍ସିଟି ଅଫ କାଲିଫର୍ଣ୍ଣିଆର ଗବେକେ ମାନେ ଏହାକୁ ଠାବ କରିବାରେ ସକ୍ଷମ ହୋଇଛନ୍ତି ।

ତେବେ ଏହି ହଟସ୍ପଟ ମଧ୍ୟରେ ଅଧିକାଂଶ ଚୀନରେ ଅବସ୍ଥିତ ରହିଥିବା ସୂଚନା ମିଳିଛି । ଏହାବ୍ୟତୀତ ଜାପାନ ଓ ଉତ୍ତର ଫିଲିପାଇନ୍ସରେ ମଧ୍ୟ କିଛି ହଟସ୍ପଯ ଠାବ କରାଯାଇଛି । ଗବେଷକ ମାରିଆ କ୍ରିଷ୍ଟିନା କହିଛନ୍ତି ଯେ ଭବିଷ୍ୟତରେ କରୋନା ଭାଇରସ୍‌ ଯେଉଁ ଅଂଚଳରୁ ବ୍ୟାପିବା ସମ୍ଭାବନା ରହିଛି ତାହା ଠାବ ହୋଇଥିବାରୁ ଏବେ କିଭଳି ସତର୍କତା ପଦକ୍ଷେପ ଗ୍ରହଣ କରାଯିବ ତାହା ସଂପୃକ୍ତ ରାଷ୍ଟ୍ରମାନେ ଚିନ୍ତା କରିବା ଆବଶ୍ୟକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି