ବିଜ୍ଞାପନରୁ ବାଦ ପଡ଼ିଲେ ଶାହାରୁକ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ବଢୁଛି ଅଡୁଆ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗତ ଶନିବାର ଏନସିବି ଆର୍ୟନ ଖାନଙ୍କ ବନ୍ଧୁ ଅରବାଜ ମର୍ଚ୍ଚେଣ୍ଟଙ୍କୁ ଡ୍ରଗ୍ସ ସପ୍ଲାଏ କରୁଥିବା ବ୍ୟକ୍ତିକୁ ଏନସିବି ଗିରଫ କରିଛି । ଡ୍ରଗ୍ସ କେସରେ ଏନସିବି ୧୯ ଜଣଙ୍କୁ ଗିରଫ କରିସାରିଲାଣି । ସେପଟେ ଡ୍ରଗ୍ସ କେସରେ ପୁଅ ଆରୟନ୍ ଖାନ୍ ଗିରଫ ହେବା ପରେ ବାପା ଶାହାରୁଖ୍ ଖାନଙ୍କ ପାଇଁ ବଢିଛି ସଙ୍କଟ । ବାୟଜୁସ୍ ଶାହାରୁଖ ଖାନ୍ ଅଭିନିତ ବିଜ୍ଞାପନ ବନ୍ଦ ହୋଇଛି ।

ଛବି ଖରାପ ହେବା ଆଶଙ୍କାରେ ଏପରି କଠୋର ନିଷ୍ପତି ନେଇଛି ଏହି ସଂସ୍ଥା । କେବଳ ଏତିକି ନୁହଁ ଶାହାରୁଖ ଖାନଙ୍କ ପ୍ରି-ବୁକିଂ ବିଜ୍ଞାପନକୁ ବି ରିଲିଜ୍ କରାଯାଉନାହିଁ । ଶାହାରୁଖ୍ ଖାନଙ୍କ ସ୍ପନସରସିପ୍ ଡିଲ୍ ମଧ୍ୟରୁ ବାୟଜୁସ୍ ସବୁଠୁ ବଡ଼ ବ୍ରାଣ୍ଡ । ଏହି ବ୍ରାଣ୍ଡରେ ବିଜ୍ଞାପନ କରିବା ଦ୍ୱାରା ଶାହାରୁଖଙ୍କୁ ବାର୍ଷିକ ୩ରୁ ୪ କୋଟି ଟଙ୍କା ମିଳିଥାଏ । ଶାହାରୁଖ ୨୦୧୭ରୁ ଏହି କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!