Masthead

ଶ୍ରୀନଗର ‘ନୋ ଡ୍ରୋନ ଜୋନ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆସନ୍ତା ୨୨ରେ କଶ୍ମୀରରେ ହେବ ‘ ଜି-୨୦ ସମ୍ମିଳନୀ” । ସେଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଆସନ୍ତା ୨୨ତାରିଖରୁ ୨୪ ଯାଏଁ ଏହି ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି । ତେବେ ଡ଼ାଲ ହ୍ରଦ ନିକଟରେ ହେବାକୁ ଥିବା ଏହି ସମ୍ମିଳନୀ ପାଇଁ ଡ଼ାଲ ହ୍ରଦରେ ବିଶେଷ ଡ୍ରିଲ ମଧ୍ୟ କରାଯାଇଛି । ବିଭିନ୍ନ ସ୍ଥାନରେ ସେନାମାନେ ନିୟୋଜିତ ହେବା ସହ କଡ଼ା ପାଟ୍ରୋଲିଙ୍ଗ କରାଯାଉଛି । ସେହିପରି ନିର୍ଦ୍ଧାରିତ ସ୍ଥାନରେ ମରିନ କମାଣ୍ଡୋ, ପୁଲିସ, ସିଆରପିଏଫ ଓ ଅନ୍ୟ ସୈନିକଙ୍କ ସଂଖ୍ୟା ବଢ଼ାଇଦିଆଯାଇଛି ।

ଏନଏସଜି କମାଣ୍ଡୋ ମଧ୍ୟ ଲାଲଚୈାକ ଅଂଚଳରେ ଡ଼୍ରିଲ କରିଛନ୍ତି । ଶ୍ରୀନଗରକୁ ନୋ ଡ୍ରୋନ ଜୋନ କରାଯାଇଥିବାବେଳେ ସହରରେ ଯାତାୟତ କରୁଥିବା ପ୍ରତ୍ୟେକ ଯାନବାହାନକୁ ଯାଂଚ କରାଯାଉଛି ପଟେ ଜି-୨୦ ବୈଠକରେ ଯୋଗ ଦେବାକୁ ମନା କରିଛି ଚୀନ । ଜାମ୍ମୁ କାଶ୍ମୀରକୁ ବିବାଦୀୟ ଅଞ୍ଚଳ ଦର୍ଶାଇ ସମ୍ମିଳନୀରେ ଯୋଗ ଦେବାକୁ ମନା କରିଛି । ଜାମ୍ମୁକାଶ୍ମୀରକୁ ବିବାଦୀୟ ଅଞ୍ଚଳ କହି ବୈଠକକୁ ଦୃଢ ବିରୋଧ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ