Masthead

ଶ୍ରେଷ୍ଠ ସାଂସଦ ତାଲିକାରେ ଭର୍ତ୍ତୃହରି, ଅପରାଜିତା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପ୍ରକାଶ ପାଇଛି ଚଳିତ ବର୍ଷର ଫେମ ଇଣ୍ଡିଆ-ଏସିଆ ପୋଷ୍ଟ ସର୍ଭେ ରିପୋର୍ଟ । ଦେଶର ୫୪୨ ସାଂସଦଙ୍କ ମଧ୍ୟରୁ ସର୍ଭେ ଏଜେନ୍ସି ଏସିଆ ପୋଷ୍ଟ ସହିତ ମିଳିତ ଭାବେ ଏକ ଲମ୍ବା ସର୍ଭେ ଏବଂ ଗ୍ରାଉଣ୍ଡ ରିପୋର୍ଟ ମାଧ୍ୟମରେ ଫେମ ଇଣ୍ଡିଆ ମାଗାଜିନ ୨୫ ଜଣ ସାଂସଦଙ୍କୁ ଶ୍ରେଷ୍ଠ ସାଂସଦ ଭାବେ ଚିହ୍ନଟ କରିଛି । ଯେଉଁଥିରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ୨ଜଣ ସାଂସଦ ଅଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ସଡଙ୍ଗୀ ଓ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଫେମ ଇଣ୍ଡିଆ-ଏସିଆ ପୋଷ୍ଟ ଶ୍ରେଷ୍ଠ ସାଂସଦ ଭାବେ ଚିହ୍ନଟ କରିଛି ।
ଏକ ଦାୟିତ୍ୱପ୍ରାପ୍ତ ଗଣମାଧ୍ୟମ ଫେମ୍ ଇଣ୍ଡିଆ ମାଗାଜିନ୍ ଉତ୍କର୍ଷତାକୁ ସମ୍ମାନ କରିବାର ସାମାଜିକ ପରମ୍ପରାକୁ ଆଗକୁ ବଢାଇ ଭଲ କାମ କରୁଥିବା ସାଂସଦମାନଙ୍କୁ ଏବଂ ସେମାନଙ୍କ କାର୍ୟ୍ୟକୁ ଏହି ସର୍ଭେ ମାଧ୍ୟମରେ ଜନସାଧାରଣଙ୍କ ନିକଟକୁ ଆଣିବାକୁ ଚେଷ୍ଟା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା