ନିଜ ବେକରେ ଛୁରୀ ମାରିଲେ କୋଭିଡ ରୋଗୀ

ଟାଙ୍ଗୀଚୌଦ୍ୱାର (ବଡ଼ ଖବର ବ୍ୟୁରୋ): କଟକ ଜିଲ୍ଲା ଟାଙ୍ଗୀ ଡ୍ରିମ୍ କୋଭିଡ୍ କେୟାରରେ ନିଜ ବେକକୁ ନିଜେ ଛୁରୀ ମାରିଲେ କୋଭିଡ୍ ରୋଗୀ । ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗୀ କୋଭିଡ୍ କେୟାର ସେଣ୍ଟରରେ। ଗୁରୁତର ଅବସ୍ଥାରେ ରୋଗୀକୁ ଏବେ କଟକ ଏସସିବି ସର୍ଜରୀ ବିଭାଗକୁ ଅଣାଯାଇଛି । କିଛି ସମୟ ପରେ ଅସ୍ତ୍ରପଚାର କରାଯାଇ ଅଧା ପଶି ରହିଥିବା ଛୁରୀ କଢ଼ାଯିବ ।

ତେବେ କୋଭିଡ୍ ରୋଗୀ ଜଣଙ୍କ ଘର କଟକରେ ଦୁଇ ଦିନ ହେଵ ସେ କୋଭିଡ୍ କେୟାର ସେଣ୍ଟର ଯାଇଥିଲେ । ଘରୁ ଗଲା ବେଳେ ଫଳ କାଟି ଖାଇବା ପାଇଁ ସାଙ୍ଗରେ ଏକ ଛୋଟ ଛୁରୀ ନେଇଥିଲେ ବୋଲି ତାଙ୍କ ଭାଇ କହିଛନ୍ତି । ତେବେ ବୋଧ ହୁଏ ଗୋଟିଏ ପଟେ ଲକଡାଉନ ଯୋଗୁଁ ତାଙ୍କ ମୋବାଇଲ ଦୋକାନ ବନ୍ଦ ଅଛି ଅନ୍ୟପଟେ ସେ ରୋଗାଗ୍ରସ୍ତ ତେଣୁ ମାନସିକ ଚାପରେ ଏଭଳି କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!