Masthead

ଇରାସିସଙ୍କୁ ଟାର୍ଗେଟ କଲା ବିଜେଡି

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଇରାସିସ ଆଚାର୍ୟ୍ୟ କଳାହାଣ୍ଡିର ସମ୍ବେଦନଶୀଳ ପ୍ରସଙ୍ଗରେ ହୀନ ରାଜନୀତି କରୁଛନ୍ତି । ସ୍ପର୍ଶକାତର ଘଟଣାରେ ତାଙ୍କର କିଛି ରାଜନୀତି କରିବାର ନୈତିକତା ନାହିଁ । ୨୦୧୮ ମସିହାରେ ଭଟଲି ଗୁଳିକାଣ୍ଡ କେସର ମୁଖ୍ୟ ଆସାମୀ ଭାବରେ ଗିରଫ ହୋଇ ସେ ୮ ମାସ ଜେଲରେ ଥିଲେ । ୩୦୨ ଦଫା ସହ ଆର୍ମସ୍ ଏଷ୍ଟ ତାଙ୍କ ନାରେ ଥିବା କହିଛି ବିଜେଡି । ଏଣୁ ସେ ତାଙ୍କର ନୈତିକତା ସେ ହରାଇଛନ୍ତି ବୋଲି ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର କହିଛନ୍ତି ।

ବିଜେପି ବର୍ତ୍ତମାନ ତୁଚ୍ଛ ରାଜନୀତି କରୁଛି । ପୀଡିତାଙ୍କ ନ୍ୟାୟ ପାଇଁ ନୁହେଁ ନିଜ ଫାଇଦା ପାଇଁ ରୁଟି ସେକୁଛି ବିଜେପି । ଅପରାଧିକ ମାମଲାରେ ଜଡିତ ଇରାସିସ ଆଚାର୍ଯ୍ୟ ଏବଂ ପୂର୍ବରୁ ସ୍କେକ୍ସ ରେକେଟ ଚଲାଇବା ପାଇଁ ୨ଥର ଗିରଫ ହୋଇଥିବା ବିଜେପି ସଂଖ୍ୟାଲଘୁ ସେଲର ମହମ୍ମଦ ଆୟାଜ ଆଜି ନାରୀ ସୁରକ୍ଷା ଓ ନ୍ୟାୟ ପାଇଁ ଚିତ୍କାର କରିବା ଅତି ଦୁର୍ଭାଗ୍ୟଜନକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି