Masthead

୧୮ଟି ନୈକାରେ ଆସିଥିଲେ ବରଯାତ୍ରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଆରମ୍ଭ ହୋଇଯାଇଛି ଆପ୍ ନେତା ରାଘବ ଚଢା ଓ ଅଭିନେତ୍ରୀ ପରିଣୀତିଙ୍କ ବିବାହ ଉସôବ । ରୀତିନିତି ଆରମ୍ଭ ହୋଇସାରିଥିବା ବେଳେ ନେହକାରେ ବାଯାତ୍ରୀଙ୍କୁ ଧରି ତାଜ ଲେକ ପ୍ୟାଲେସରୁ ଲିଲା ପ୍ୟାଲେସରେ ପହଞ୍ଚିଥିଲେ ରାଘବ । ଉଦୟପୁର ଲିଳା ପ୍ୟାଲେସରେ ସମ୍ପୂର୍ଣ୍ଣ ହୋଉଛି ଉଭୟଙ୍କର ବିବାହ । ଏହି ବିବାହ ଅବସରରେ ଅନେକ ରାଜନିତିକଙ୍କ ଠାରୁ ଆରମ୍ଭ କରି ମନୋରଞ୍ଜନ ବ୍ୟକ୍ତି ମାନେ ଉଦୟପୁରଠାରେ ପହଞ୍ଚିଥିଲେ । ପରିଣୀତି ବିବାହରେ ପିନ୍ଧିଥିବା କଷ୍ଟ୍ୟୁମକୁ ଡିଜାଇନ କରିଥିଲେ ମନିଷ ମଲହୋତ୍ରା ।

ତାଙ୍କ ବିବାହରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, କି୍ରକେଟରଙ୍କ ସହ ଅନ୍ୟାନ୍ୟ ଜଣାଶୁଣା ବ୍ୟକ୍ତିତ୍ୱ ମାନେ ଯୋଗଦେଇଥିଲେ । ଦ୍ୱିପହର ୧ରେ ରାଘବଙ୍କ ସେହେରାବାନ୍ଧି ସେରିମନି ହୋଇଥିଲା । ତାପରେ ବାହାରିଥିଲା ବରଯାତ୍ରୀ । ଅପରାହ୍ନ ୩ ଘଟିକା ସମୟରେ ଜୟମାଳା ଅଦଳବଦଳ ସହିତ ସାତଫେରା ହୋଇଥିଲା । ଏହା ସହ ଲିଲି ପ୍ୟାଲେସରୁ ରାତି ୮.୩୦ରୁ ଆରମ୍ଭ ହେବ ତାଙ୍କର ରିସେପସନ । ଏଥିରେ ପରିବାର ପରିଜନ, ଅନେକ ଷ୍ଟାର ଏବଂ ରାଜନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପରୀଣିତିଙ୍କ ବିବାହକୁ ତାଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରା ଆସିନଥିଲେ ସେ ତାଙ୍କୁ ଇନଷ୍ଟାଗ୍ରାମରେ ବିବାହର ଶୁଭେଚ୍ଛା ଜଣାଇଥିଲେ ।ପ୍ରିୟଙ୍କାର ସେହି ପୋଷ୍ଟଟି ଲୋକଙ୍କ ଭିତରେ ବେଶ ଚର୍ଚ୍ଚର ବିଷୟ ସାଜିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ