Masthead

କଂଗ୍ରେସ କୌଣସି କଲ୍ୟାଣମୂଳକ କାର୍ଯ୍ୟ କରେ ନାହିଁ: ଅମିତ ଶାହା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଏନେଇ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହ ନିର୍ବାଚନ ପ୍ରଚାର ପାଇଁ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି । ସେପଟେ ବିମାନବନ୍ଦରରୁ ଗୃହମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସମେତ ଅନେକ ବରିଷ୍ଠ ବିଜେପି ନେତାମାନେ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ । ଅନ୍ୟପଟେ ଏକ ସଭାରେ ଉଦବୋଧନ ଦେଇ ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଉତ୍ତରପ୍ରଦେଶରେ ବିକାଶ ଆରମ୍ଭ ହୋଇଛି । ତାଙ୍କୁ ସମର୍ଥନ କରନ୍ତୁ । ଯେପରି ଉତ୍ତରାଖଣ୍ଡର ଲୋକମାନେ ଆଗମୀ ସମୟରେ ଭୁଲ ନିଷ୍ପତ୍ତି ନେବା ଉଚିତ ନୁହେଁ । ଉତ୍ତଳରାଖଣ୍ଡବାସୀ ପ୍ରଧାନମନ୍ତ୍ରୀଙ୍କୁ ବିଶ୍ୱାସ କରନ୍ତୁ ।

ଏବଂ ପୁଷ୍କର ସିଂହ ଧାମିଙ୍କୁ ସୁଯୋଗ ଦିଅନ୍ତୁ । ଖୁବଶୀଘ୍ର ଉତ୍ତରାଖଣ୍ଡକୁ ଆମେ ଏକ ବିକାଶଶୀଳ ରାଜ୍ୟ ଭାବରେ ପରିଣତ କରିଦେବୁ ବୋଲି ଗୃହମନ୍ତ୍ରୀ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଯଦି ଆମେ ଗୋଟିଏ ମାଠିଆ କିଣୁ ତାହାଲେ ଆମେ ଏହାକୁ ଭଲ ଭାବରେ ଚେକ କରିଥାଉ । ଏଇଠି ତ ମୁଖ୍ୟମନ୍ତ୍ରୀଙ୍କ କଥା ଉଠୁଛି । ତେଣୁ କେଉଁ ସରକାର ବାଛିବେ, ଆପଣ ମଧ୍ୟ ଏହାର ଚେକ କରିବା ଆବଶ୍ୟକ । ନହେଲେ ଦେଶରେ ଏଭଳି ରାଜନୈତିକ ଦଳ ଅଛନ୍ତି ଯେଉଁମାନେ କେବଳ ପବନରେ ହିଁ କଥା କହିଥାନ୍ତି । କାହିଁକିନା କଂଗ୍ରେସ କେବଳ ଶାନ୍ତ କରେ । ହେଲେ କୌଣସି କଲ୍ୟାଣମୂଳକ କାର୍ଯ୍ୟ କରେ ନାହିଁ ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି