କାଶ୍ମିରୀରେ ପୁଣି ଉଡିଲା ଡ୍ରୋନ

ଜାମ୍ମୁ-କାଶ୍ମିରୀ (ବଡ଼ ଖବର ବ୍ୟୁରୋ): ଜାମ୍ମୁ-କାଶ୍ମିରୀରେ ପୁଣି ଉଡିଲା ସନ୍ଦିଗ୍ଧ ଡ୍ରୋନ୍ । ଜାମ୍ମୁ-କାଶ୍ମିରୀର ସାମ୍ବା ଜିଲ୍ଲାର ୪ ସ୍ଥାନରେ ଉଡିଲା ଡ୍ରୋନ୍ । ରବିବାର ବିଳମ୍ବିତ ରାତିରେ ସାମ୍ବା ଜିଲ୍ଲାର ବରୀ ବ୍ରହମାନ ଅଞ୍ଚଳରେ ଡ୍ରୋନ୍ ଉଡିଥିବା ସ୍ଥାନୀୟ ଏସପି ରାଜେଶ ଶର୍ମା ସୂଚନା ଦେଇଛନ୍ତି । ପୂର୍ବରୁ ଶୁକ୍ରବାର ସାମ୍ବା ଜିଲ୍ଲାର ୩ଟି ସ୍ଥାନରେ ଡ୍ରୋନ୍ ଉଡିଥିଲା ।

ଜୁଲାଇ ୧୬ରେ ଜାମ୍ମୁ ଏୟାରବେସରେ ଡ୍ରୋନ୍ ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଖାଲି ଜାମ୍ମୁ-କାଶ୍ମିରୀ ନୁହେଁ, ଭାରତର ବିଭିନ୍ନ ସ୍ଥାନରେ ଥିବା ବାୟୁସେନାର ଘାଟିରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଜାମ୍ମୁ ଏୟାର ବେସରେ ଡ୍ରୋନ୍ ଆଟାକ୍ ପରେ ଆର୍ମି ଓ ସୀମା ସୁରକ୍ଷା ବାହିନୀ ପକ୍ଷରୁ ବହୁ ଡ୍ରୋନକୁ ଗୁଳିକରି ଖସିାଇ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!