Masthead

‘ରାହୁଲ ଗାନ୍ଧି’ଙ୍କ ସମାନ ନାଁକୁ ବି ଅଯୋଗ୍ୟ ଘୋଷିତ କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ନିର୍ବାଚନ କମିଶନ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମାନ ନାମକୁ ବି ଅଯୋଗ୍ୟ ଘୋଷିତ କରିଛନ୍ତି । ନିର୍ବାଚନ କମିଶନଙ୍କ ଅନୁଯାୟୀ, ନିର୍ବାଚନ ଖର୍ଚ୍ଚର ସୂଚନା ନ ଦେଇଥିବା ଅଭିଯୋଗରେ ‘ରାହୁଲ ଗାନ୍ଧି କେ. ଇ ଏସ ଓ ବାଲସାମ୍ମା’କୁ ଅଯୋଗ୍ୟ ଘୋଷିତ କରାଯାଇଛି । ୨୦୧୯ ଲୋକସଭା ନିର୍ବାଚନ ସମୟରେ କେରଳର ୱାଇନାଡ ଆସନରୁ ସେ ନିର୍ଦ୍ଦଳୀୟ ନିର୍ବାଚନ ଲଢିଥିଲେ, ସେଠାରୁ ରାହୁଲ ଗାନ୍ଧି ବହୁମତରେ ବିଜୟୀ ହୋଇଥିଲେ ।

ସେତେବେଳେ ରାହୁଲଙ୍କ ସମାନ ନାମକୁ ୨୧୯୬ ଭୋଟ ମିଳିଥିଲା । ରାହୁଲ ଗାନ୍ଧି ଏଠାରେ ୭ ଲକ୍ଷରୁ ଅଧିକ ଭୋଟ ପାଇ ନିର୍ବାଚନ ଜିତିଥିଲେ। ‘ରାହୁଲ ଗାନ୍ଧି କେଏଇ ଏସ୍‌/ଓ ବାଲସାମ୍ମା’ ନିର୍ବାଚନ ଲଢ଼ିଥିଲେ ହେଁ ନିୟମ ଅନୁସାରେ ନିର୍ବାଚନୀ ଖର୍ଚ୍ଚ ସଂକ୍ରାନ୍ତ ରିପୋର୍ଟ ଇସିଙ୍କ ନିକଟରେ ଦାଖଲ କରି ନଥିଲେ। ଏହି କାରଣରୁ ତାଙ୍କୁ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷଣା କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି