Masthead

ଶୁଣିଲେନି ସରକାର, ସରପଞ୍ଚ ଖୋଲିଲେ ଅଙ୍ଗନୱାଡି

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ସରକାର ଶୁଣିଲେନି । ସରପଞ୍ଚ ନିଜେ ଖୋଲିଲେ ଅଙ୍ଗନୱାଡି କେନ୍ଦ୍ର । ଅଙ୍ଗନୱାଡି ଟିଏ ଖୋଲିବା ପାଇଁ ସରକାରଙ୍କ ପାଖରେ ଦାବି କରି କରି ହତାଶ ହେଲା ପରେ ସରପଞ୍ଚ ନୂଆପଡା ଜିଲ୍ଲା ଭାଳେଶ୍ୱର ସରପଞ୍ଚ ସରୋଜ ଦେବୀ ଅଗ୍ରୱାଲ ନିଜେ ଖୋଲିଛନ୍ତି ଅଙ୍ଗନୱାଡି କେନ୍ଦ୍ର । ଭାଳେଶ୍ୱର ପଞ୍ଚାୟତର ଭୂତକାପଡାରେ ପ୍ରାୟ ୩୦ ଶିଶୁ ଅଛନ୍ତି ।

ସେଠାରେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବା ପାଇଁ ସରପଞ୍ଚ ବାରମ୍ବାର ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ । ମାତ୍ର ଦାବି ପୂରଣ ହୋଇନଥିଲା । ବନ୍ଦ ହୋଇପଡିଥିବା ଏକ ପୁରୁଣା ସ୍କୁଲ ଘରକୁ ଅଙ୍ଗନୱାଡି କେନ୍ଦ୍ର କରିଛନ୍ତି ସରପଞ୍ଚ । ଏବେ ସରପଞ୍ଚ ନିଜ ଖର୍ଚ୍ଚରେ ଜଣେ ଶିକ୍ଷୟିତ୍ରୀଙ୍କୁ ସେଠାରେ ନିଯୁକ୍ତି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ