Masthead

ଜମି ବନ୍ଧା ପକାଇଛି ଭୂତ

ଯଶୀପୁର (ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ବ୍ଲକରେ ଥିବା ସେବା ସମବାୟ ସମିତି ମାନଙ୍କରେ ଅନିୟମିତତା ଏଵେ ଚରମ ସୀମାରେ ପହଞ୍ଚିଛି । ଏଭଳି ଏକ ଜାଲିଆତି ଓ ଦୁର୍ନୀତିର ଅଭିଯୋଗ ଆସିଛି ଚାନ୍ଦବାଲି ବ୍ଲକର ଯଶୀପୁର ସେବା ସମବାୟ ସମିତି ନାମରେ । ଅଭିଯୋଗ ମୁତାବକ ଏହି ସମିତି ଅଧିନ ବଳସାହି ଗ୍ରାମର ଦିନବନ୍ଧୁ ସାହୁଙ୍କର ୨୦୦୯ରେ ମୃତ୍ୟୁ ହୋଇଥିଲା । ୨୦୧୮ରେ ତାଙ୍କ ନାମରେ ଉକ୍ତ ସମିତିରେ ଲୋନ ଉଠା ଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପୁଅ।

ଏ ବିଷୟରେ ସମସ୍ତଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନଥିବା ଜଣାପଡିଛି। ଏ ବିଷୟରେ ମୃତବ୍ୟକ୍ତିର ପରିବାର ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ସମବାୟର ସମ୍ପାଦକଙ୍କ କହିବା କଥା ମୃତବ୍ୟକ୍ତିଙ୍କ ପୁଅ ସେହି କାଗଜପତ୍ରରେ ଲୋନ ନେଇଥିବା କଥା କହିଛନ୍ତି। କିଏ ସତ କହୁଛି ତଦନ୍ତକଲେ ତାହା ସାମ୍ନାକୁ ଆସି ପାରନ୍ତା ବୋଲି କହିଛନ୍ତି ମୃତ ବ୍ୟକ୍ତିର ପରିବାର ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି