Masthead

ୟୁନିଭର୍ସିଟିରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ନିୟମ ଜାରି କଲା ତାଲିବାନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ତାଲିବାନର ଅସଲ ଚେହେରା ସାରା ବିଶ୍ୱ ଦେଖିଆସୁଛି । ଏହାରି ମଧ୍ୟରେ ୟୁନିଭର୍ସିଟିରେ ପଢୁଥିବା ଛାତ୍ରୀଙ୍କ ପାଇଁ ନୂଆ ନିୟମ ଜାରି କରିଛି ତାଲିବାନ । ତେବେ ୟୁନିଭର୍ସିଟିରେ ପଢୁଥିବା ଛାତ୍ରୀଙ୍କୁ ଅବାୟା ରୋବ ଓ ନିକାବ ପିନ୍ଧି ଆସିବାକୁ ପଡିବ ଯେପରି ସେମାନଙ୍କ ମୁହଁ ସମ୍ପୂର୍ଣ୍ଣ ଢାଙ୍କି ରହିବ ବୋଲି ତାଲିବାନ ସରକାର କହିଛନ୍ତି । ଏହା ସହ ଛାତ୍ର ଏବଂ ଛାତ୍ରୀଙ୍କ ପାଇଁ ଭିନ୍ନ ଭିନ୍ନ କଲେଜ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଯଦି ଅଲଗା କଲେଜ ନହୁଏ ତାହାଲେ ପୁଅ ଓ ଝିଅମାନଙ୍କୁ ଅଲଗା ଅଲଗା ଧାଡିରେ ବସାଇ ମଝିରେ ପରଦା ପକାଇବାକୁ କୁହାଯାଇଛି । ତାଲିବାନର ଆଦେଶ ଅନୁଯାୟୀ ଛାତ୍ରୀମାନଙ୍କୁ ପଢିବାକୁ ମହିଳା ଶିକ୍ଷକ ରଖିବାକୁ ଆଦେଶ ଦିଆଯାଇଛି । ଆଦେଶ ଅନୁଯାୟୀ ଯଦି ଏପରି ନହୁଏ ତାହାଲେ ଛାତ୍ରୀମାନଙ୍କୁ ପଢିବାକୁ ବୃଦ୍ଧ ପୁରୁଷ ଅଧ୍ୟାପକ ରଖାଯିବ ବୋଲି କୁହାଯାଇଛି । ଅପରପକ୍ଷରେ ତାଲିବାନ ସ୍କୁଲ ଓ କଲେଜ ଖୋଲିବାକୁ ଅନୁମତି ଦେଇଛି ସତ ହେଲେ ସ୍କୁଲ, କଲେଜ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲମ୍ବା ଚଉଡା ଆଦେଶ ଜାରି କରିଛି ତାଲିବାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ