Masthead

ଏଣିକି ଶ୍ରମିକଙ୍କୁ ଟଙ୍କା ନୁହେଁ ବରଂ ଗହମ ଦେବ ତାଲିବାନ

କାବୁଲ(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନକୁ ତାଲିବାନ କିପରି କବଜା କରିଛି ତାହା ସାରା ବିଶ୍ୱ ଦେଖିଛି । ତାଲିବାନ ଶାସନ କ୍ଷମତାକୁ ନେବା ପରେ ଆଫଗାନିସ୍ତାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏହା ମଧ୍ୟରେ ତାଲିବାନରେ ବ୍ୟାପକ ଖାଦ୍ୟ ସଙ୍କଟ ଦେଖାଦେଇଥିବାର କଥା ସାମ୍ନାକୁ ଆସିଛି । ଏପରିକି ଦେଶରେ ଆର୍ଥିକ ସଙ୍କଟ ମଧ୍ୟ ଏବେ ବ୍ୟାପକ ରୂପ ଧାରଣ କଲାଣି । ଲୋକମାନଙ୍କୁ ରୋଜଗାର ଦେଇପାରୁନି ତାଲିବାନ ।

ଏହାରି ମଧ୍ୟରେ ତାଲିବାନ ସରକାର ଘୋଷଣା କରିଛି ଯେ, ଶ୍ରମିକମାନଙ୍କୁ କାମ ବଦଳରେ ପଇସା ନୁହେଁ ବରଂ କହମ ଦିଆଯିବ । ଏଣିକି ଆଫଗାନିସ୍ତାନରେ ଶ୍ରମିକମାନେ କାମ କରିବା ପରେ ପାରିଶ୍ରମିକ ବାବଦରେ ଟଙ୍କା ଦିଆଯିବ ନାହିଁ । କାମ କରି ସାରିବା ପରେ ଗୋଟିଏ ଲେଖାଏଁ ଗହମ ବସ୍ତା ଦିଆଯିବ । ତାଲିବାନ ସରକାର ଶ୍ରମିକମାନଙ୍କୁ ଦରମା ହିସାବରେ ଟଙ୍କା ବଦଳରେ ଗହମ ଦେବାକୁ ବାଧ୍ୟ ହେଉଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରୀ, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରୀ, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ