Masthead

ରିଲିଜ ହେଲା ଫିଲ୍ମ ‘ଦ ମାର୍ବଲ୍ସ’ର ଟ୍ରେଲର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମାର୍ବଲ ଷ୍ଟୁଡିଓର ଦମଦାର ଫିଲ୍ମ ‘ଦ ମାର୍ବଲ୍ସ’କୁ ନେଇ ଫ୍ୟାନ୍ସମାନେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି । କିଛିଦିନ ପୁର୍ବରୁ ଫିଲ୍ମର ନିର୍ମାତାମାନେ ଫିଲ୍ମର ନୂଆ ଲୁକ୍ ସେୟାର କରିବା ପରେ ଫ୍ୟାନ୍ସଙ୍କ ଉତ୍ସାହ ଆହୁରି ବଢିଯାଇଥିଲା ପରେ ଫିଲ୍ମର ଟ୍ରେଲର ରିଲିଜ୍ କରାଗଲା । ଫିଲ୍ମରେ ଲାର୍ସନ କେରୋଲ ଡେନବର୍ସ ନିଜ ପୂର୍ବ ଭୂମିକାରେ ନଜର ଆସିବେ ।

ପ୍ୟାରିସ୍ ଓ ବେଲ୍ଲାନୀ କ୍ୟାପଟେନ୍ ମୋନିକା ରାମବୋ ଏବଂ କମଲା ଖାନ୍ ବା ମିସ୍ ମାର୍ବେଲ୍ ନିଜ ନିଜ ଭୂମିକାକୁ ଦୋହରାଇବେ । କୁହାଯାଇଛି ଯେ ଏହା ମାର୍ବଲ୍ ୟୁନିଭର୍ସ ପାଇଁ ଏକ ନୂଆ ଆରମ୍ଭ । ଟ୍ରେଲରରେ ଇମାନ ବେଲ୍ଲାନୀ, ତେୟୋନା ପ୍ୟାରିସ୍, ଗ୍ୟାରୀ ଲୁଇସ୍ ନିଜ ନିଜର ଆକ୍ସନ୍ ଅବତାରରେ ନଜର ଆସିବେ ।

ଏହି ଫିଲ୍ମଟି ସମ୍ପୁର୍ଣ୍ଣ ଆକ୍ସନ ଓ ରୋମାଞ୍ଚରେ ଭରପୁର ଥିବା ଜଣାପଡୁଛି । ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ଅତ୍ୟଧିକ ପସନ୍ଦ ଆସିଛି ବୋଲି କୁହାଯାଉଛି । ଫିଲ୍ମ ‘ଦ ମାର୍ବଲ୍ସ’ ଏକ ଆମେରିକୀୟ ସୁପରହିରୋ ଫିଲ୍ମ ଯାହାକି ମାର୍ବେଲ୍ କମିକକୁ ନେଇ ଆଧାରିତ । ଫିଲ୍ମଟି ୧୦ ନଭେମ୍ବରରେ ବକ୍ସ ଅଫିସରେ ରିଲିଜ୍ ହେବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ