ଟିକରପଡ଼ା ଡ୍ୟାମ ସାଇଡ ଗସ୍ତରେ ଯିବେ ଟ୍ରିବ୍ୟୁନାଲ ଟିମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଓଡ଼ିଶାରେ କ୍ଷେତ୍ର ପରିଦର୍ଶନ କରୁଛି ମହାନଦୀ ଟ୍ରିବ୍ୟୁନାଲ ଟିମ । ଆଜି ଟିକରପଡ଼ା ଡ୍ୟାମ ସାଇଡ ଗସ୍ତରେ ଯିବେ ପ୍ରତିନିଧି ଦଳ । ୨୦ ତାରିଖରୁ ଓଡ଼ିଶାରେ କ୍ଷେତ୍ର ପରିଦର୍ଶନ କରୁଛି ଟିମ । ଟ୍ରିବ୍ୟୁନାଲର ୩ ସଦସ୍ୟ ଓ ଦୁଇ ରାଜ୍ୟର ପ୍ରତିନିଧି ଦଳ ଟିକରପଡ଼ା ଗସ୍ତ କରିବେ । ଟିକରପଡ଼ା ପହଞ୍ଚିବା ପରେ ସାତକୋଶିଆ ଗର୍ଜ ସାଙ୍କଚୁଆରୀ, ସିଡବ୍ଲ୍ୟୁସି ହାଇଡ୍ରୋଲୋଜିକାଲ ଅବଜରଭେସନ୍ ସାଇଟ୍ ସହ ଟିକରପଡ଼ା

ଡ୍ୟାମ୍ ସାଇଟ୍ ପରିଦର୍ଶନ କରିବେ । ଗତକାଲି ଟିମ୍ ନୂଆପଡ଼ା ଜିଲ୍ଲା ଗସ୍ତ କରି ସାହିପଲା ଓ ପତୋରା ଡ୍ୟାମ୍ ବୁଲି ଦେଖିଥିଲେ । ଡ୍ୟାମର ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଥିଲେ । ଟ୍ରିବ୍ୟୁନାଲ ସଦସ୍ୟ ପ୍ରଥମେ ସାହିପଲା ଡ୍ୟାମ୍ରେ ପହଞ୍ଚିଥିଲେ । ଡ୍ୟାମ୍ର ଜଳଧାରଣ କ୍ଷମତା ସହ ବର୍ତ୍ତମାନ ଡ୍ୟାମ୍ରେ କେତେ ପାଣି ଅଛି ଏବଂ ରବି ଚାଷ ପାଇଁ କେତେ ପାଣି ଦିଆଯାଇଛି, ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!