Masthead

ଅନ୍ଧାରୀମୁଲକର ଗାଁ ପଥରପଦା

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଅନ୍ଧାରୀମୁଲକର ଗାଁ ପଥରପଦା । ପ୍ରଶାସନ ଦୃଷ୍ଟି ଆଡୁଆଳରେ ୩୦ମାଙ୍କିଡ଼ିଆ ଜନଜାତି ପରିବାର। ଆମେ କହୁଛୁ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତ ପଣ୍ଡୁଆ ପଥରପଦା ଗାଁର ବସବାସ କରୁଥିବା ୩୦ ରୁ ଅଧିକ ମାଙ୍କିଡିଆ ଜନଜାତିଙ୍କ କଥା। ଏହେଉଛି ସେହିପଣ୍ଡୁଆ ପଥରପଦା ଗାଁ। ଏହି ଗାଁରେ ୩୦ରୁ ଅଧିକ ମାଙ୍କିଡ଼ିଆ ସମ୍ପ୍ରଦାୟ ଜନଜାତିର ପରିବାର ବସବାସ କରନ୍ତି।

ହେଲେ ଏମାନେ ପାନୀୟଜଳ, ବିଦ୍ୟୁତ, ଶିକ୍ଷା, ପରିମଳ ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟସେବା ଭଳି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ। ଏହି ଗାଁରେ ପାନୀୟଜଳ ପାଇଁ ନଳକୂପଟିଏ ନଥିବାବେଳେ ବିଦ୍ୟୁତ ଆଲୁଅ ତାଙ୍କ ପାଇଁ ସାତସପନ ପାଲଟିଛି। ଅନେକ ଗୁହାରୀ ପରେ କିଛି ପରିବାରକୁ ଆବାସ ଯୋଜନାରେ ପକ୍କାଘର ଖଣ୍ଡିଏ ମିଳିଛି ସିନା ହେଲେ ସମ୍ପୃକ୍ତ ଠିକାଦାର ଅଧପନ୍ତରିଆ ଭାବରେ କାର୍ଯ୍ୟକରି ଚାଲିଯିବା ଫଳରେ ଛାତରୁ ପାଣି ଗଳିବା ସହିତ ତଳିପ୍ଲାଷ୍ଟର ହୋଇନଥିବାରୁ ତଳୁ ପାଣି ଉଠି ଘରେ କାଦୁଅ ହୋଇପଡୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ