Masthead

ପାଣି ଘେରରେ ଗାଁ, ଯାଇପାରିଲାନି ଆମ୍ବୁଲାନ୍ସ ଟେକା ହୋଇଗଲେ ରୋଗୀ

ବୋଲଗଡ଼(ବଡ଼ ଖବର ବ୍ୟୁରୋ): ଚାରିଆଡେ ଛେଚୁଛି ବର୍ଷା । ସାରା ରାଜ୍ୟ ଏବେ ବର୍ଷା କବଳରେ । ଏପରି ସମୟରେ ପାଣି ଭିତରେ ପାରିହୋଇ ଯାଉଛନ୍ତି ରୋଗୀ। ଗାଁରେ  ନାହିଁ ରାସ୍ତା । ଗାଁକୁ ଆମ୍ବୁଲାନ୍ସ ନଯିବାରୁ ଟେକା ହୋଇଗଲେ ମହିଳା ଗାଁକୁ ଆମ୍ବୁଲାନ୍ସ ନଯିବାରୁ ଟେକା ହୋଇଗଲେ ମହିଳା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର କୁସୁପଲା ଗାଁରେ । ଆଜି ପର୍ଯ୍ୟନ୍ତ  ଗାଁରେ ନାହିଁ ପକ୍କା ରାସ୍ତା । କାଦୁଅ ରାସ୍ତାରେ ଯାତାୟତ କରୁଛନ୍ତି ଗ୍ରାମବାସୀ ।

ତେବେ ଲଘୁଚାପ ବର୍ଷା ଯୋଗୁଁ ଗାଁରେ ଥିବା ପୋଲ ଉପରେ ୪ ଫୁଟ ପାଣି । ଗାଁର ବାସ ବଳିଆରସିଂ ନାମକ ମହିଳା ବହୁତ ଦିନ ହେଲା ରୋଗରେ ପୀଡିତ ଥିଲେ । ଦେହ ଅତ୍ୟନ୍ତ ଖରାପ ହେବାରୁ ଆମ୍ବୁଲାନ୍ସ ଡକାଇଥିଲେ । ପୋଲ ଉପରେ ପାଣି ହୋଇଥିବାରୁ ଆମ୍ବୁଲାନ୍ସ ଆସି ପାରି ନଥିଲା । ଗ୍ରାମର କିଛି ଯୁବକଙ୍କ ସହାୟତାରେ ଟେକି ନେଇ ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା