Masthead

ପୁରୀରୁ ଗିରଫ ହେଲେ TMC ବିଧାୟକ

ପୁରୀ (ବଡ଼ ଖବର ବ୍ୟୁରୋ):  ପୁରୀରୁ ଗିରଫ ହେଲେ TMC ବିଧାୟକ। ସ୍ଥାନୀୟ ପୁଲିସର ସହାୟତାରେ ବିଧାୟକ ଦିଲ୍ଲୀପ ମଣ୍ଡଳକୁ ଗିରଫ କରିଛି ପଶ୍ଚିମବଙ୍ଗ STF। ହୋଟେଲ୍ ବ୍ଲୁ ଲିଲିରୁ ଦିଲ୍ଲୀପଙ୍କୁ ବାନ୍ଧିଛି STF। ଦିଲ୍ଲୀପ ମମତା ସରକାରରେ ପରିବହନ ମନ୍ତ୍ରୀ ଥିଲେ। ଦିଲ୍ଲୀପ ମଣ୍ଡଳ କିଛି ସପ୍ତାହ ଧରି ଫେରାର ଥିଲେ। ନନ୍ଦିଗ୍ରାମରେ ମମତାଙ୍କୁ ସହଯୋଗ କରୁଥିବାରୁ ତାଙ୍କୁ ଫସେଇ ଦିଆଯାଇଥିବା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀପ।

ନିର୍ବାଚନ ସମୟରେ ବିଜେପି କର୍ମୀଙ୍କୁ ଧମକ ଦେଇଥିବା ମାମଲାରେ ଗିରଫ କରାଯାଇଥିବା କୁହାଯାଉଛି। ଗତକାଲି ରାତି ୧୦ ଟାରେ ହୋଟେଲ ବ୍ଲୁ ଲିଲୀରେ ଚେକ୍ ଇନ୍ କରିଥିଲେ ଦିଲ୍ଲୀପ ମଣ୍ଡଳ। ରୁମ୍ ନମ୍ବର ୨୧୩୨ରେ ଦୁଇ ଜଣ ଚେକ୍ ଇନ୍ କରିଥିଲେ। ଆଜି ସକାଳୁ ପୋଲିସ ଆସି ଚଢାଉ କରିବା ପରେ ତାଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଦିଲ୍ଲୀପଙ୍କ ପୁଅ ଅର୍ଘ୍ୟ ମଣ୍ଡଳ ମଧ୍ୟ ଗିରଫ ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି