Masthead

ବୁଡ଼ିଗଲା ଭସାପୋଲ

କୃଷ୍ଣପ୍ରସାଦ (ବଡ଼ ଖବର ବ୍ୟୁରୋ): ବୁଡ଼ିଯାଇଛି ଚିଲିକାରେ ଥିବା ଦ୍ୱିତୀୟ ଯାତ୍ରିବାହୀ ଭସାପୋଲ । ଯାତ୍ରୀଙ୍କ ସୁବିଧା ଲାଗି ଚିଲିକି ଉନ୍ନୟନ କର୍ତ୍ତୃପକ୍ଷ ସେପ୍ଟେମ୍ବର ୧୫ ତାରିଖରେ ଏହି ପୋଲ ପ୍ରଚଳନ କରିଥିଲେ । ମାତ୍ର ଇଞ୍ଜିନ ଭିତରେ ପାଣି ପଶିଯିବାରୁ ଏହା ବୁଡ଼ିଯାଇଛି । ଚିଲିକା ଙିତରେ ଥିବା ଜହ୍ନିକୁଦା, ସାତପଡ଼ା ଓ କୃଷ୍ଣପ୍ରସାଦକୁ ଯାତାୟତ ବ୍ୟାଘାତ ହୋଇଛି । ଭସାପୋଲ ତିଆରିର ଦୁଇମାସ ନପୁରୁଣୁ ଏଭଳି ସମସ୍ୟା ଲୋକଙ୍କ ଚିନ୍ତା ବଢାଇ ଦେଇଛି । ପୂର୍ବରୁ ମଧ୍ୟ ଏହି ଭସାପୋଲ ତଳେ କଙ୍କ୍ରିଟ ମଧ୍ୟ ପଡ଼ୁଥିବା ଦେଖିବାକୁ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ୧୩ ରେ ଲଘୁଚାପ ! 🔴 ପୁଣି ଆସୁଛି ଲଘୁଚାପ ! 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ୧୩ ରେ ଲଘୁଚାପ ! 🔴 ପୁଣି ଆସୁଛି ଲଘୁଚାପ !