Masthead

ପଶ୍ଚିମବଙ୍ଗରେ ପୁନଃମତଦାନ;୬୯୭ବୁଥରେ କରାଯାଉଛି ସାନି ଭୋଟିଂ

କୋଲକାତା (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗରେ ପୁନଃମତଦାନ । ୬୯୭ବୁଥରେ କରାଯାଉଛି ସାନି ଭୋଟିଂ । ପଂଚାୟତ ନିର୍ବାଚନ ବେଲେ ବ୍ୟାପକ ହିଂସା ଓ ବୁଥ କ୍ୟାପଚରିଂ କରାଯାଇଥିଲା । ଯାହାଦ୍ୱାରା ମତଦାନରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ତେଣୁ ସାନି ମତଦାନ ପାଇଁ ଘୋଷଣା କରିଥିଲେ ରାଜ୍ୟ ନିର୍ବାଚନ କମିଶନ । ଆଜି ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ । ସଂଧ୍ୟା ୫ ପର୍ଯ୍ୟନ୍ତ ଚାଲିବ ମତଦାନ ।

ମୁର୍ଶୀଦାବାଦର ୧୭୫ଟି ବୁଥ୍‌, ମାଲଦାର ୧୧୨ ବୁଥ୍‌, ନଦୀଆର ୮୯ ବୁଥ୍‌, ଉତ୍ତର ୨୪ ପ୍ରଗଣାର ୪୬ ବୁଥ୍‌, ଦକ୍ଷିଣ ୨୪ ପ୍ରଗଣାର ୩୬ ବୁଥ୍‌, ପୂର୍ବମେଦିନୀପୁରର ୩୧ ବୁଥ୍‌, ହୁଗୁଳିର ୨୯ ବୁଥ୍‌, ଦକ୍ଷିଣ ଦିନାଜପୁରର ୧୮ ବୁଥ୍‌, ଜାଲପାଇଗୁରୀର ୧୪ ବୁଥ୍‌, ବୀରଭୂମୀର ୧୪ ବୁଥ୍‌, ପଶ୍ଚିମ ମେଦିନାପୁରର ୧୦ ବୁଥ୍‌, ବାଙ୍ଗରାର ୮ ବୁଥ୍‌, ହାୱଡ଼ାର ୮ ବୁଥ୍‌, ପଶ୍ଚିମ ବର୍ଦ୍ଧମାନର ୬ ବୁଥ୍‌, ପୁରୁଲିର ୪ ବୁଥ୍‌, ପୂର୍ବ ବର୍ଦ୍ଧମାନର ୩ ବୁଥ୍‌ରେ ଓ ଆଲିପୁରଦୁଆରର ଗୋଟିଏ ବୁଥ୍‌ରେ ସାନି ମତଦାନ ହେଉଛି । ସେପଟେ ହିଂସାରେ ୨୦ ଜଣଙ୍କ ଜୀବନ ଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା