Before Header

ଫେରାର ହେଲେ ପରମବୀର ସିଂହ

0 48

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଫେରାର ହେଲେ ପରମବୀର ସିଂହ । ଚାନ୍ଦା ଆଦାୟ କରିବା ଭଳି ଅନେକ ସଙ୍ଗୀନ ଆରୋପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏପରିକି ସେ ଦେଶ ଛାଡ଼ି ନ ଯିବେ କହି ତାଙ୍କ ବିରୋଧ ଲୁକ ଆଉଟ ନୋଟିସ ମଧ୍ୟ ଜାରି କରାଯାଇଥିଲା । ହେଲେ ହଠାତ ପରମବୀର ସିଂହ ଫେରାର ହେବା ପରେ ପ୍ରଶାସନ ଉପରକୁ ପ୍ରଶ୍ନ ଉଠୁଛି ।

ଅପରପକ୍ଷରେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ବିରୋଧରେ ଚାନ୍ଦା ଆଦାୟ ଭଳି ଅନେକ ଅଭିଯୋଗ ରହିଛି । ଏପରିକି ମୁକେଶ ଅମ୍ବାନୀଙ୍କ ଘର ସମ୍ମୁଖରେ ବିସ୍ପୋରକ ବୋଝେଇ ସ୍କର୍ପିଓ, ବ୍ୟବସାୟୀ ମନସୁଖ ହିରେନ ହତ୍ୟା ମାମଲାରେ ସେ ମୋଷ୍ଟ ୱାଣ୍ଡେଡ ମଧ୍ୟ ଥିଲେ ।

Leave A Reply

Your email address will not be published.