Before Header

‘ଏ ସରକାରକୁ ଚଲାଉଛି କିଏ’

0 306

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶୂନ୍ୟକାଳରେ ବିରୋଧୀ ଦଳ ନେତା ଉଠାଇଲେ ବଡ଼ ପ୍ରସଙ୍ଗ । ଏ ସରକାରକୁ ପ୍ରକୃତରେ ଚଳଉଛି କିଏ । ବିରୋଧୀ ଦଳ କହିଲେ ଏହା ସ୍ବଭାବିକ କଥା ବୋଲି କୁହାଯିବ। କିନ୍ତୁ ଗତକାଲି ଖଣ୍ଡପଡ଼ାର ସଦସ୍ୟ ତଥା ବିଜେଡି ବିଧାୟକ କହିଛନ୍ତି ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁ ନାହାନ୍ତି ।

ମିନିଷ୍ଟର ଉପରେ ସୁପର ମିନିଷ୍ଟର ରହିଛନ୍ତି । କନସଲଷ୍ଟାଣ୍ଡ ଉପରେ ସରକାର ନିର୍ଭରଶୀଳ । ବୁକ ସରକୁଲାର ୪୭ କୁ କେହି ମାନୁ ନାହାନ୍ତି । ଗୃହର ସୁରକ୍ଷା କର୍ତ୍ତା ହିସାବରେ ଆମ ସୁରକ୍ଷା ଆପଣଙ୍କ ଦାୟିତ୍ୱ । ଆପଣ ନିର୍ଦ୍ଦେଶ ଦିଅନ୍ତୁ ଯେଉଁମାନେ ବୁକ ସରକୁଲାର ୪୭ ପାଳନ କରୁ ନାହାନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ।

Leave A Reply

Your email address will not be published.