ପାରାଦ୍ୱୀପରେ ପ୍ରଚାର ମଇଦାନ କୁ ଓହ୍ଲାଇଲେ କଂଗ୍ରେସ ପ୍ରାର୍ଥୀ

ପାରାଦ୍ଵୀପ(ବଡ଼ ଖବର ବ୍ୟୁରୋ): ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଭାବରେ ନିରଞ୍ଜନ ନାୟକ ମଇଦାନ କୁ ଓହ୍ଲାଇଛନ୍ତି । ପ୍ରାର୍ଥୀ ଘୋଷଣା ପରେ ନିରଞ୍ଜନ ନାୟକ ଙ୍କ ପ୍ରତିକ୍ରିୟା ସାମ୍ମାକୁ ଆସିଛି । ସେ କହିଛନ୍ତି କି, ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀର ଜନସାଧାରଣ ମୋତେ ଭଲପାଇବା ଦେଇଛନ୍ତି ଏବଂ ମୋ ଉପରେ କଂଗ୍ରେସ ର ନେତୃମଣ୍ଡଳୀ ଭରଷା କରି ଟିକେଟ ଦେଇଛନ୍ତି । ସେମାନଙ୍କ ସେଇ ଭରଷା କୁ ମୁଁ ରଖିବି । ମୋର ପ୍ରମୁଖ ମୁଦ୍ଦା ହେଉଛି ନିଯୁକ୍ତି, ଶିଳ୍ପ ସହରରେ ସ୍ଥାନୀୟ ଯୁବକ ମାନଙ୍କୁ ନିଯୁକ୍ତିରେ ଅବହେଳା କରାଯାଇଛି ।

ଏହାଛଡା ସ୍ବାସ୍ଥ୍ୟ କ୍ଷେତ୍ରରେ ପାରାଦ୍ଵୀପ କୁ ଅଣଦେଖା କରାଯାଇଛି ଏବଂ ଭୂତଳ ଜଳର ଅଭାବ କୁ ନେଇ ସାଧାରଣ ଲୋକଙ୍କ ନିକଟକୁ ଯିବି ବୋଲି ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ନାୟକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’