ସାମ୍ନାକୁ ଆସିଲା ଅଦ୍ରିଜା ଓ ଅର୍କେଶଙ୍କ କଳି

ବଲାଙ୍ଗୀର(ବଡ଼ ଖବର ବ୍ୟୁରୋ): ସାମ୍ନାକୁ ଆସିଲା ଅଦ୍ରିଜା ଓ ଅର୍କେଶଙ୍କ କଳି । ଉଭୟ ସ୍ୱାମୀ-ସ୍ତ୍ରୀ ଗଳିଗୁଲଜ କୌଣସି କାରଣରୁ ଗାଳିଗୁଲଜ ହେଉଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ସାମ୍ମାକୁ ଆସିଛି । ପ୍ରଥମେ ପ୍ରତିକ୍ରିୟା ଓ ପରେ ଭିଡିଓକୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି ଅର୍କେଶ । ରାଜ ଉଆସ ଭିତରେ ସୀମିତ ରହିଥିବା ପାରିବାରିକ ବିବାଦ ଏବେ ଜାତୀୟ ସ୍ତରରେ ଚର୍ଚା ଜୋର୍ ଧରିଛି ।

ବଲାଙ୍ଗିର ରାଜପରିବାରର ସାନ ବୋହୂ ଅଦ୍ରିଜା ସିଂଦେଓ ତାଙ୍କ ସ୍ଵାମୀ ସହ ଶ୍ଵଶୁର ଘର ଲୋକଙ୍କ ନାଁରେ ନିର୍ଯାତନା ଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଓ ତାଙ୍କୁ ଘର ଲୋକେ ଶାରୀରିକ ମାନସିକ ନିର୍ଯାତନା ଦେଉଥିବାରୁ ଘରୋଇ ହିଂସା ମାମଲା ମଧ୍ୟ କରିଛନ୍ତି ଓ ହେଲେ ତାଙ୍କ ଗୁହାରି ପୋଲିସ ଶୁଣୁ ନଥିବାରୁ ସୁରକ୍ଷା ପାଇଁ ଉତ୍ତରାଖଣ୍ଡ ଡିଜିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଦ୍ରୀଜା ଓ ସେପଟେ ଅଭିଯୋଗକୁ ମିଥ୍ୟା ବୋଲି କହିବା ସହ ସ୍ତ୍ରୀ ନାମରେ ମାମଲା ଦୟାର କରିଛନ୍ତି ଅରକେଶ । ଗତକାଲି ଅର୍କେଶ ନାରାୟଣ ସିଂଦେଓ ଏହା ଭିତିହୀନ ବୋଲି କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!