Masthead

ଦଶମ ଶ୍ରେଣୀର ଛାତ୍ର ସାଇବର ଏକ୍ସପର୍ଟ

ଫୁଲବାଣୀ(ବଡ଼ ଖବର ବ୍ୟୁରୋ): ବୟସରେ ଛୋଟ ହେଲେ କାର୍ଯ୍ୟ କରିବାରେ ବଡ଼ । ଛୋଟ ବୟସରେ ସେ ପାଲଟିଛନ୍ତି ସାଇବର ଏକ୍ସପୋର୍ଟ । କମ୍ପୁଟର ୱେବ୍ ଦୁନିଆ ହ୍ୟାକରଙ୍କୁ ଜବତ କରିବା ତଥା ତଥ୍ୟ ଚୋରି କରିବାକୁ ରୋକିବା ଦିଗରେ ବେଶ୍ ସଫଳତା ସହିତ କାର୍ୟ୍ୟ କରି ଲାଇବେରିଆରୁ ମିଳିଛି ପ୍ରଶଂସା ଓ ଚାକିରିର ଅଫର୍ ।

ଏହି ସଫଳତା ପାଇଥିବା ଛାତ୍ର ହେଲେ ଫୁଲବାଣୀର ସୌମ୍ୟ ରଞ୍ଜନ ସାହୁ । ସେ ଦଶମ ଶ୍ରେଣୀର ଛାତ୍ର ଅଟନ୍ତି । ଖଳ ପ୍ରକୃତିର ହ୍ୟାକରଙ୍କୁ ଚିହ୍ନଟ କରି ପୋଲିସ ,ସରକାର ଏବଂ ଏମିତି ଅଗଣିତ ଲୋକଙ୍କୁ ସହାୟତା ପ୍ରଦାନ କରନ୍ତି । ନିକଟରେ ପଶ୍ଚିମ ଆଫ୍ରିକୀୟ ଦେଶ ଲାଇବେରିଆର ଅର୍ଥ ମନ୍ତ୍ରାଳୟର ୱେବ୍ ପେଜ ହ୍ୟାକ ହେବା ସହିତ ପେଜ ମଧ୍ୟରେ ଅର୍ଥ ଆତ୍ମସାତ୍ କରୁଥିଲେ ।

ସୂଚନା ପାଇବା ପରେ ହ୍ୟାକରଙ୍କୁ ଟ୍ରାକ କରିବା ସହିତ ଡିଜିଟାଲ ପ୍ରମାଣ ସବୁ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ସେଠାକାର ପେଜ ଠିକ୍ ହୋଇ ଯାଇଥିଲା ପରେ ସେଠାକାର ସରକାର ବ୍ଲାକ୍ ହେଡ୍ ହ୍ୟାକରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହିତ ୩୦ ଆମେରିକୀୟ ଡଲାର ଅର୍ଥ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରିଥିଲେ ସୌମ୍ୟାଙ୍କୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା