Before Header

ଭାରସାମ୍ୟ ହରାଇ ଲୋକଙ୍କ ଉପରେ ଚଢିଗଲା ଟ୍ରକ

0 280

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେନିଆରେ ଭୟଙ୍କର ଦୁର୍ଘଟଣା । ଭାରସାମ୍ୟ ହରାଇ ଲୋକଙ୍କ ଉପରେ ଚଢିଗଲା ଟ୍ରକ । ୪୮ ମୃତ, ଅନେକ ଗୁରୁତର । ଭ୍ୟାନକୁ ପିଟିବା ପରେ ଭାରସାମ୍ୟ ହରାଇଥିଲା ଟ୍ରକ । କେରିଚ ଓ ନାକୁରୁ ମଝିରେ ଦୁର୍ଘଟଣା ଘଟିଥିବା ସୂଚନା । ଶୁକ୍ରବାର ଏହି ଘଟଣା ଘଟିଛି ।

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ଏକ ସିପିଂ କଣ୍ଟେନର ନେଇ ଯାଉଥିବା ଏକ ଲୋରୀ ସଡ଼କରୁ ଓହରିଆସି ଅନେକ ଗାଡି ସହିତ ଧକ୍କା ହୋଇଥିଲା। କ୍ଷତିଗ୍ରସ୍ତ ମିନିବସ ଏବଂ ଟ୍ରକ ସହିତ କାର୍ ଏବଂ ମୋଟରସାଇକେଲର ଖଣ୍ଡ ଖଣ୍ଡ ହୋଇଯାଇଥିବା ଦେଖାଯାଇଛି।

Leave A Reply

Your email address will not be published.