Masthead

ସରି କହିଲା କଙ୍ଗାରୁ

ନୂଆଦିଲ୍ଲୀ(ବଡ଼ ଖବର): ଭାରତୀୟ ଖେଳାଳୀଙ୍କୁ ସରି କହିଲେ କଙ୍ଗାରୁ କ୍ରିକେଟ ଦଳର ଅଧିନାୟକ ୱାର୍ଣ୍ଣର  । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ତୃତୀୟ ଟେଷ୍ଟ ମ୍ୟାଚ ଚାଲିଥିବା ବେଳେ ଗ୍ରାଉଣ୍ଡରେ ବସିଥିବା କିଛି ଅଷ୍ଟ୍ରେଲୀୟ ସମର୍ଥକ ଭାରତୀୟ  କ୍ରିକେଟର ମହମ୍ମଦ ସିରାଜଙ୍କୁ ଜାତିଆଣ ଆକ୍ଷେପ କରିଥିଲେ । ସିରାଜ ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଥିଲେ ।

ଏ ନେଇ ବିସିସିଆଇ ଓ ଟିମ ଇଣ୍ଡିଆ ଅଭିଯୋଗ କରିଥିଲେ । ତୃତୀୟ ମ୍ୟାଚ ସରିବା ପରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଦର୍ଶକଙ୍କ ଏଭଳି ଆଚରଣ ପାଇଁ ଖୁବ ଦୁଃଖ ପ୍ରକାଶ କରିଥିଲେ । ଗତକାଲି ମ୍ୟାଚ ସରିବା ପରେ ୱାର୍ଣ୍ଣର କହିଛନ୍ତି କ୍ରିକେଟ ଭଳି ଖେଳରେ ଏପରି କାର୍ଯ୍ୟ କଳାପ ଅତ୍ୟନ୍ତ ନିନ୍ଦନୀୟ ।ଏବଂ ସେ ମହମ୍ମଦ ସିରାଜ ଓ ଟିମ ଇଣ୍ଡିଆକୁ ସରି କହିଛନ୍ତି ଏବଂ ସେ ତାଙ୍କ ଦେଶର ଦର୍ଶକଙ୍କ ଠାରୁ ଭଲ ବ୍ୟବହାର ଆଶା କରୁଛନ୍ତି ବୋଲି ପ୍ରକାଶ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା