Masthead

ସିର୍ଫ ନାମ୍ ହି କାଫୀ ହେ

ହାଇଦ୍ରାବାଦ(ବଡ଼ ଖବର): କରୋନା ମହାମାରୀ ମଣିଷକୁ ବହୁତ ଦୁଃଖ ଦେଇଛି ସତ, କିନ୍ତୁ ଲୋକମାନଙ୍କୁ ଆତ୍ମନିର୍ଭର ମଧ୍ୟ କରାଇଛି । ଟେକ୍ନୋଲୋଜି ଦୁନିଆରେ ମଣିଷ ଆଗଭରା ହୋଇ ନିଜର ସମସ୍ତ ଇଚ୍ଛାକୁ କଳେବଳେ ପୁରଣ କରିବାକୁ ଚାହିଁଛି । ପାଖରେ ମୋବାଇଲ ଥିଲେ ଲାଗେ ଦୁନିଆର ସବୁ ଅସମ୍ଭବ କାର୍ଯ୍ୟ ମଧ୍ୟ ଖୁବ ସହଜରେ ହୋଇଯିବ । ମୋବାଇଲରେ ଏବେ ବ୍ୟାଙ୍କ, ରେଷ୍ଟୁରାଣ୍ଟ ଓ ଅନ୍ୟ ସବୁ କିଛି ଆଭିଲେବୁଲ । କେବଳ ଅର୍ଡର ସହ ପେମେଣ୍ଟ କରିବେ ତା’ପରେ ଜିନିଷ ଆସି ଘରେ । ଏଥିରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି , ନିଜର ଦେଇଥିବା ଆଡ୍ରେସ । ଏହା ସଠିକ ହେବା ଦରକାର । ହେଲେ କିଛି ଲୋକ ଏମିତି ଅଛନ୍ତି ଯିଏ ନିଜ ଠିକଣାକୁ ଏପରି ରୂପେ ଦେଇଥାନ୍ତି ଯାହା ଭାଇରାଲ ହୋଇଯାଏ । ଏବେ ହାଇଦ୍ରାବାଦର ଏମିତି ଜଣେ ଲୋକଙ୍କ ଆଡ୍ରେସ ଭାଇରାଲ ହୋଇଛି, ଯାହାକୁ ଅରୁଣ ବୋଥ୍ରା ମଧ୍ୟ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି ।ଦେଖନ୍ତୁ..

ଏବେ ଏହା ସୋସିଆଲ ମିଡିଆରେ ବହୁତ  ଭାଇରାଲ ହେବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ