Masthead

ଆଜିଠାରୁ ‘ସମାଲୋଚନା’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ‘ବଡ଼ ଖବର’ ମିଡ଼ିଆ ଗ୍ରୁପର ସାପ୍ତାହିକ ‘ସମାଲୋଚନା’ ଆଜି ଅପରାହ୍ନ ୪ଟାରେ ଲୋକାର୍ପିତ ହେବ । ଲୋକାର୍ପଣର କିଛି ମୁହୂର୍ତ୍ତ ପରେ କାର୍ଟୁନଭିତ୍ତିକ ନ୍ୟୁଜ ପେପର ‘ସମାଲୋଚନା’ ପାଠକ ପାଠିକାମାନେ ସଂଗ୍ରହ କରିପାରିବେ । ଭୁବନେଶ୍ୱର ୟୁନିଟ ୩ ସ୍ଥିତ ଉତ୍କଳ ସମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହେବ ଲୋକାର୍ପଣ ଉତ୍ସବ । ଆୟୋଜିତ ଉତ୍ସବରେ ଆପଣମାନଙ୍କୁ ସାଦର ନିମନ୍ତ୍ରଣ କରିଛନ୍ତି ‘ବଡ଼ ଖବର’ ମିଡ଼ିଆ ଗ୍ରୁପର ଅଧ୍ୟକ୍ଷ ତଥା ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ।

ଆପଣମାନଙ୍କ ମନରେ ଉଙ୍କି ମାରୁଥିବା ସମସ୍ତ ପ୍ରଶ୍ନର ଉତ୍ତର ନିଶ୍ଚୟ ପାଇବେ । ଲୋକାର୍ପଣ ଉତ୍ସବରେ ବିଭିନ୍ନ ବର୍ଗର ଲୋକଙ୍କ ସମାଗମ ହେବ । ଉତ୍ସବର ମୁଖ୍ୟ ଅତିଥି ଆଉ କେହି ନୁହନ୍ତି, ସାଢେ ୪ କୋଟି ଓଡ଼ିଆଙ୍କ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥ । ତାଙ୍କରି ଆଶିଷକୁ ଆଧାର କରି ଓ ଆପଣମାନଙ୍କ ଭଲପାଇବା, ସ୍ନେହ ଓ ଶ୍ରଦ୍ଧାକୁ ସାଥୀରେ ଧରି ଆଗେଇ ଚାଲିବ ‘ସମାଲୋଚନା’ ।

‘ସମାଲେଚନା’ ଭିନ୍ନ ସ୍ୱାଦର ସପ୍ତାହିକ । ଏହାର ସମସ୍ତ ବିଷୟ ବସ୍ତୁ କେବଳ କାର୍ଟୁନ ମାଧ୍ୟମରେ ଉପସ୍ଥାପିତ ହେବ । ଚତୁର୍ଥ ସ୍ତମ୍ଭର ସଚ୍ଚା ସିପାହୀ ଭାବେ ଲୋକଙ୍କ ଚ୍ୟାନେଲ ‘ବଡ଼ ଖବର’ ସହ ମିଶି କାର୍ଯ୍ୟ କରିବ । ଆଉ ଉନ୍ମୋଚନ ଉତ୍ସବର ଅନ୍ୟ ଅତିଥିମାନେ କିଏ ଜାଣନ୍ତି ? ଆପଣ ଆସିଲେ ନିଶ୍ଚୟ ସେମାନଙ୍କୁ ଚିହ୍ନିପାରିବେ, ସେମାନଙ୍କ ବିଷୟରେ ଜାଣିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା