Masthead

ରାଜସ୍ଥାନ ଗଲେ ୪୮ ବନ୍ୟଜନ୍ତୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସେଣ୍ଟ୍ରାଲ ଯୁ ଅଇରେଟିଙ୍କ ଅନୁମୋଦନ କ୍ରମେ ହେଉଛି ବନ୍ୟଜନ୍ତୁ ଅଦଳବଦଳ କରାଯାଇଛି । ବୁଧବାର ନନ୍ଦନକାନନରୁ ରାଜସ୍ଥାନ ଯାଇଛି ୪୮ ବନ୍ୟଜନ୍ତୁ । ଏହା ବଦଳରେ ରାଜସ୍ଥାନରୁ ଆସିବେ ୮ ଜୀବଜନ୍ତୁ । ରାଜସ୍ଥାନ ଜୟପୁର ନହରଗଡ ଚିଡିଆଖାନାକୁ ଯାଇଛି ୨ ମହାବଳବାଘ । ବାଘ ସହ ୪୮ ଅନ୍ୟ ପଶୁୁପକ୍ଷୀଙ୍କୁ ସ୍ଥାନାନ୍ତର କରାଯାଇଛି । ଏନେଇ ରାଜସ୍ଥାନ ଚିଡିଆଖାନାରୁ ଏକ ୪ ଜଣିଆ ଟିମ ପହଞ୍ଚି ସମସ୍ତ ଜୀବଜନ୍ତୁଙ୍କୁ ଏକ କେଜରେ ଆବଦ୍ଧ କରି ରାଜସ୍ଥାନ ନିଆଯାଇଛି । ଯାଇଥିବା ବନ୍ୟଜନ୍ତୁଙ୍କ ମଧ୍ୟରେ ଧଳା ଅଣ୍ଡିରା ବାଘ ଚିନୁ ଓ ନାଲି ସାଧାରଣ ବାଘୁଣୀ ରାନୀ ରହିଛି ।

ସେହିପରି ଅଣ୍ଡିରା ବାରାହା ଓ ୪୮ଅନ୍ୟ ପ୍ରଜାତିର ରଙ୍ଗବେରଙ୍ଗର ପକ୍ଷୀଙ୍କୁ ବି ସ୍ଥାନାନ୍ତର କରାଯିବ । ସେଥିରେ ୧ ଯୋଡା କଲରାପତରିଆ ବାଘ । ଏକ ଯୋଡା ଧୂସର ଗଧିଆ, ଏକ ଯୋଡା ଘଡିଆଳ କୁମ୍ଭୀର , ୧ ଯୋଡା ଚିଙ୍କାରୀ ହରିଣ ଆସିବା ଲାଗି ସେଣ୍ଟ୍ରାଲ ଯୁ ଅଥରେଟି ଅନୁମୋଦନ କରିଛନ୍ତି । ବନ୍ୟଜନ୍ତୁଙ୍କ ଅଦଳ ବଦଳ ପ୍ରକ୍ରିୟାରେ ନନ୍ଦନକାନନର ସହକାରୀ ନିର୍ଦ୍ଦେଶକ ଅମୂଲ୍ୟ କୁମାର ପରିଡା ସହଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼