Masthead

ହରିଣକୁ ଖାଇଲା କୁକୁର

ନାଉଗାଁ (ବଡ଼ ଖବର ବ୍ୟୁରୋ): ବନ ବିଭାଗର ଦାୟିତ୍ଵହୀନତା ପାଇଁ ଆଜି ଏକ ହରିଣର ମୃତ୍ୟୁ ହୋଇଛି । ନାଉଗାଁ ବ୍ଲକ ବଛାଳ ଗ୍ରାମରେ ଆଜି ସକାଳେ ଧାନ ବିଲରେ ଏକ ହରିଣ ବୁଲୁଥିବା ବେଳେ କିଛ଼ି ବୁଲା କୁକୁର ତାକୁ ଘେରି ଯାଇଥିଲେ । ହରିଣଟି ଜୀବନ ବିକଳରେ ବିଲରେ ଥିବା ଏକ ପାଣି ମଟର ଘରେ ପଶିଯାଇଥିଲା ।

ଯାହାର ସୁଯୋଗ ନେଇ ବୁଲା କୁକୁର ମାନେ ହରିଣକୁ ଆକ୍ରମଣ କରିଥିଲେ। ଗ୍ରାମର କିଛ଼ି ଲୋକ ଏ ଘଟଣାକୁ ଦେଖି ହରିଣକୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ହରିଣର ଅବସ୍ତା ସଙ୍କଟାପନ୍ନ ଥିଲା । କିଛ଼ି ସମୟ ପରେ ହରିଣର ମୃତ୍ୟୁ ହୋଇଥିଲା। ଜଙ୍ଗଲରେ ଖାଦ୍ୟର ଅଭାବ ପାଇଁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତି । କିନ୍ତୁ ବନ ବିଭାଗର ଏଥିପ୍ରତି ନିଘା ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ