ଖବର କାଗଜରେ କାଳିଆ ଠାକୁର

ପୁରୀ(ବଡ଼ ଖବର ବ୍ୟୁରୋ): ଖବର କାଗଜରେ ଶ୍ରୀଜଗନ୍ନାଥ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା।  ଏହି ଶୁଭ ଦିନରେ ଶ୍ରୀଜୀୟୁଙ୍କ ରଥଯାତ୍ରା ପାଇଁ ରଥକାର୍ଯ୍ୟ ଅନୁକୂଳ କରାଯାଏ । ଏହି ଅବସରରେ ୭ ଇଞ୍ଚ ଏବଂ ୨ ଇଞ୍ଚ ଓସାରର ଜଗନ୍ନାଥ ମୂର୍ତ୍ତି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ପୁରୀ ଜିଲ୍ଲାର ଦତ୍ତତୋଟା ଅଂଚଳର ସୂର୍ଯ୍ୟକାନ୍ତ ଦାସ । ସେ ଏହି ମୂର୍ତ୍ତିକୁ ଗଢିବା ପାଇଁ ୨ ଦିସ୍ତା ଅଦରକାରୀ ଖବରକାଗଜ ବ୍ୟବହାର କରିଛନ୍ତି।

ଏହି ମୂର୍ତ୍ତିର ଉଚ୍ଚତା ପ୍ରାୟ ୭ଇଞ୍ଚ ଥିବା ବେଳେ ଏହାର ଓସାର ପ୍ରାୟ ୨ ଇଞ୍ଚ ରହିଛି। ଏହି ମୂର୍ତ୍ତିକୁ ଗଢିବା ପାଇଁ ସେ ମଇଦା, ଅଠା ଏବଂ କଲରର ବ୍ୟବହାର କରିଛନ୍ତି। ଏହାସହିତ ସେ ସମସ୍ତ ରାଜ୍ୟବାସୀଙ୍କୁ ଅନୁରୋଧ କରି କହିଛନ୍ତି ସମସ୍ତେ ଘରେ ରହି ସୁରକ୍ଷିତ ରୁହନ୍ତୁ । ଶ୍ରୀଜୀଉଙ୍କୁ ପ୍ରାର୍ଥନା କରିବା ଯେ ଏହି କୋରୋନା ନାମକ ମହାମାରୀ ସମଗ୍ର ବିଶ୍ବରୁ ଦୂରୀଭୂତ ହେଉ ଏବଂ ପୂର୍ବପରି ସମଗ୍ର ବିଶ୍ବରେ ସୁଖ, ଶାନ୍ତି ବିରାଜମାନ କରୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!