ଗୋଟିଏ ଗଛରେ ୧୨୧ ପ୍ରକାର ଆମ୍ବ

(ବଡ଼ ଖବର ବ୍ୟୁରୋ) : ଗଛ ଗୋଟିଏ । ମାତ୍ର ଭଳିକି ଭଳି ଆମ୍ବ ଫଳିଛି । ଗୋଟିଏ ଗଛରେ ଫଳିଛି ୧୨୧ ପ୍ରକାରର ଆମ୍ବ । ଏଭଳି ଆମ୍ବ ଗଛ ବିଦେଶରେ ନୁହେଁ, ଆମ ଦେଶରେ ଅଛି । ଉତ୍ତରପ୍ରଦେଶର ସାହାରନପୁର ଜିଲ୍ଲା ଇଦ୍ଭ ଅଞ୍ଚଳରେ ଅଛି । ଆଉ ଆମ୍ବଗୁଡିକ ବେଶ୍ ଭଲ ହୋଇଛି । ଜିଲ୍ଲା ଉଦ୍ୟାନକୃଷି ବିଭାଗ ଏହି ଗଛ ସୃଷ୍ଟି କରିଛି ।

 

ଦୀର୍ଘ ୫ବର୍ଷ ହେବ ଗୋଟିଏ ଗଛରେ ଫଳୁଛି ୧୨୧ ପ୍ରକାର ଆମ୍ବ । ସବୁ ଆମ୍ବର ସ୍ୱାଦ ସମାନ ନୁହେଁ । ସବୁ ଆମ୍ବର ବାସ୍ନା ମଧ୍ୟ ସମାନ ନୁହେଁ । ଅଲଗା ଅଲଗା ସ୍ୱାଦ ଓ ଅଲଗା ଅଲାଗା ବାସ୍ନା । ନୂଆ ନୂଆ ଭେରାଇଟିର ଆମ୍ବ ପ୍ରସ୍ତୁତ ପାଇଁ ଏହି ଗଛ ଗବେଷଣାର ଏକ ଉତ୍ତମ ବାଧ୍ୟମ ପାଲଟିଛି ବୋଲି ସାହାରନପୁର ଉଦ୍ୟାନକୃଷି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ବିଭୁ ପ୍ରକାଶ ରାମ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ