Masthead

୭ ରୁ ୧୭ ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ କୋଭିଡ ମୃତ୍ୟୁ ଓ ତୈଳ ଦରର ଅହେତୁକ ବୃଦ୍ଧିକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଭାରତ ସାରା ପୃଥିବୀରେ କରୋନା ସଂକ୍ରମଣରେ ୧ ନମ୍ବର ହେଇଚି। ଓଡ଼ିଶାରେ ମୃତ୍ୟୁ ସଂଖ୍ୟା କମୁନି। ମୃତ୍ୟୁ ସଂଖ୍ୟା ହିସାବରେ ତାଳମେଳ ରହୁନି ବୋଲି କହିବା ସହ କାହିଁକି ମୃତ୍ୟୁ ସଂଖ୍ୟା ସରକାର ଲୁଚାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

୭ ତାରିଖରେ ପ୍ରତି ବ୍ଲକ ହେଡ କ୍ୱାଟରରେ ବିକ୍ଷୋଭ ହେବ। ୯ ରେ ଜିଲ୍ଲା ସଦର ମହକୁମାଠାରେ ହେବ। ୧୪ରେ ଭୁବନେଶ୍ୱର ଓ ୧୭ ରେ ସବୁ ପେଟ୍ରୋଲ ଟାଙ୍କିରେ ତୈଳ ଦର ବୃଦ୍ଧି ପ୍ରତିବାଦରେ ଦସ୍ତଖତ ଅଭିଯାନ କରାଯିବ। ଜୁଲାଇ ୧୫ରେ ଉପଭୋକ୍ତା ମାନେ ପେଟ୍ରୋଲ ଡିଜେଲ ଗ୍ୟାସ ନ କିଣିବା ପାଇଁ ଅନୁରୋଧ କରିବୁ।  କେତେ ଦାମ ବଢିଲେ ବିଜେପି ସରକାର ସନ୍ତୁଷ୍ଟ ହେବ। ଏହା ସହ ମାସେ ବ୍ୟାପି ଗାଁ ଗାଁ ବୁଲି କରୋନା ସଂକ୍ରମିତ ଓ ମୃତକଙ୍କ ପରିବାର ବର୍ଗଙ୍କୁ ଭେଟି ତଥ୍ୟ ସଂଗ୍ରହ କରି ଏଆଇସିସିକୁ ଦିଆଯିବ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?