Masthead

ପୁଅଙ୍କ ଅସହ୍ୟ ଯନ୍ତ୍ରଣା ସହିନପାରି ଘରୁ ବାହାରି ଆସିଲେ ବୃଦ୍ଧ ବାପା

ଖୋର୍ଦ୍ଧା (ବଡ଼ ଖବର ବ୍ୟୁରୋ): ପୁଅଙ୍କ ଅସହ୍ୟ ଯନ୍ତ୍ରଣା ସହିନପାରି ଘରୁ ବାହାରି ଆସିଲେ ବୃଦ୍ଧ ବାପା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକ ଦେଉଳିପାଟଣା ଗାଁରେ । ଏହି ଗାଁର ଭଗବାନ ସାହୁ ବୟସ ୮୮ । ଭଗବାନଙ୍କର ପାଞ୍ଚଟି ପୁଅ କିନ୍ତୁ ବାପାଙ୍କୁ ଘରେ ରଖିବାକୁ ଘର ନାହିଁ, ପରିଣତ ବୟସରେ ଆଶ୍ରୟ ଓ ସାହରା ହେବା ବଦଳରେ ଦେଉଥିଲେ ଯନ୍ତ୍ରଣା, ଗାଳି ।

ଶୁକ୍ରବାର ସନ୍ଧ୍ୟାରେ ପୁରୀ ଚନ୍ଦନପୁର ବାଇପାସରେ ଭଗବାନ ସାହୁ ରାସ୍ତାରେ ଯାଉଥିବା ସମୟରେ ସତ୍ୟବାଦୀର ଏକ ସାମାଜିକ ଅନୁଷ୍ଠାନର କୁଶ ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ତାଙ୍କୁ ଉଦ୍ଧାର କରିଛି । ପଚରାଉଚରାରୁ ଜଣାପଡିଛି ଯେ ସେ ପରିବାର ଲୋକଙ୍କଠୁ ନିର୍ଯ୍ୟାତନା ପାଇଁ ଘର ଛାଡି ପଳେଇ ଆସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ