Masthead

ପ୍ରକାଶ ପାଇଲା +୨ ରେଜଲ୍ଟ: ମାଟ୍ରିକ ଭଳି ରେକର୍ଡ ପାସ୍ ହାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିନା ପରୀକ୍ଷାରେ ଯୁକ୍ତ୨ ଫଳ । ମାଟ୍ରିକ ଭଳି ରେକର୍ଡ ପାସ୍ ହାର । ବିଜ୍ଞାନରେ ୯୫ ଦଶମିକ ୧୫ ପ୍ରତିଶତ ଛାତ୍ରଛତ୍ରୀ ପାସ କରିଥିବା ବେଳେ ବାଣିଜ୍ୟରେ ୯୪ ଦଶମିକ ୯୬ ପ୍ରତିଶତ ବିଦାର୍ଥୀଙ୍କୁ ସଫଳତା ମିଳିଛି । ବିଜ୍ଞାନରେ ୯୪ ହଜାର ୫୩୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୮୯ ହଜାର ୯୫୧ ପିଲା ପାସ୍ କରିଛନ୍ତି । ଏମାନଙ୍କ ମଧ୍ୟ ୫୫ହଜାର ୪୬୮ ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ ୧୬ହଜାର ୯୪୩ ଦ୍ୱିତୀୟ ଓ ୧୪ହଜାର ୬୩୧ ଜଣ ଥାର୍ଡ କ୍ଲାସ ପାଇଛନ୍ତି । ୯୬ ଦଶମିକ ୦୩ ପ୍ରତିଶତ ଛାତ୍ରୀ ବିଜ୍ଞାନରେ ପାସ କରିଥିବା ବେଳେ ୯୪ ଦଶମିକ ୪୬ ପ୍ରତିଶତ ଛାତ୍ର ପାସ କରିଛନ୍ତି । ରେଗୁଲାରରେ ୭୮ହଜାର ୮୯୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୮ହଜାର ୮୦୯ ବିଦ୍ୟାର୍ଥୀ ପାସ କରିଛନ୍ତି ।

ଏକ୍ସରେଗୁଲାର ୧୫ହଜାର ୬୩୩ ପିଲା ମଧ୍ୟରୁ ୧୧ହଜାର ୧୪୨ ପାସ୍ କରିଛନ୍ତି । ସେପଟେ ବାଣିଜ୍ୟରେ ପରୀକ୍ଷା ଦେଇଥିଲେ ୨୪ହଜାର ୫୨୬ ଜଣ । ସେମାନଙ୍କ ମଧ୍ୟରୁ ୨୩ହଜାର ୨୯୨ ଜଣ ପାସ କରିଛନ୍ତି । ପ୍ରଥମ ଶ୍ରେଣୀରେ ୮ହଜାର ୩୫୫ ଜଣ ପାସ୍ କରିଥିବା ବେଳେ ଦ୍ୱିତୀୟରେ ୫ହଜାର ୬୯୨ ଓ ତୃତୀୟରେ ୯ ହଜାର ୬୬ ଜଣ । ରେଗୁଲାରରେ ୨୧ହଜାର ୯୯୬ ପିଲା ପରୀକ୍ଷା ଦେଇଥିବା ବେଳେ ପାସ୍ କରିଛନ୍ତି ୨୧ହଜାର ୯୦୬ ଜଣ । ଏକ୍ସରେଗୁଲାରରେ ୨ହଜାର ୫୩୦ ପିଲାରୁ ପାସ କରିଛନ୍ତି ୧୩ଶହ ୮୬ ଜଣ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି