Masthead

କାଶ୍ମିରୀରେ ପୁଣି ଉଡିଲା ଡ୍ରୋନ

ଜାମ୍ମୁ-କାଶ୍ମିରୀ (ବଡ଼ ଖବର ବ୍ୟୁରୋ): ଜାମ୍ମୁ-କାଶ୍ମିରୀରେ ପୁଣି ଉଡିଲା ସନ୍ଦିଗ୍ଧ ଡ୍ରୋନ୍ । ଜାମ୍ମୁ-କାଶ୍ମିରୀର ସାମ୍ବା ଜିଲ୍ଲାର ୪ ସ୍ଥାନରେ ଉଡିଲା ଡ୍ରୋନ୍ । ରବିବାର ବିଳମ୍ବିତ ରାତିରେ ସାମ୍ବା ଜିଲ୍ଲାର ବରୀ ବ୍ରହମାନ ଅଞ୍ଚଳରେ ଡ୍ରୋନ୍ ଉଡିଥିବା ସ୍ଥାନୀୟ ଏସପି ରାଜେଶ ଶର୍ମା ସୂଚନା ଦେଇଛନ୍ତି । ପୂର୍ବରୁ ଶୁକ୍ରବାର ସାମ୍ବା ଜିଲ୍ଲାର ୩ଟି ସ୍ଥାନରେ ଡ୍ରୋନ୍ ଉଡିଥିଲା ।

ଜୁଲାଇ ୧୬ରେ ଜାମ୍ମୁ ଏୟାରବେସରେ ଡ୍ରୋନ୍ ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଖାଲି ଜାମ୍ମୁ-କାଶ୍ମିରୀ ନୁହେଁ, ଭାରତର ବିଭିନ୍ନ ସ୍ଥାନରେ ଥିବା ବାୟୁସେନାର ଘାଟିରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଜାମ୍ମୁ ଏୟାର ବେସରେ ଡ୍ରୋନ୍ ଆଟାକ୍ ପରେ ଆର୍ମି ଓ ସୀମା ସୁରକ୍ଷା ବାହିନୀ ପକ୍ଷରୁ ବହୁ ଡ୍ରୋନକୁ ଗୁଳିକରି ଖସିାଇ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା