Masthead

ବ୍ଳାଙ୍କ ଫାୟାରିଂ କରି ସେଲିବ୍ରେସନ କରୁଛି ତାଲିବାନ

(ବଡ଼ ଖବର ବ୍ୟୁରୋ): ତାଲିବାନ କବ୍ଚାରେ କାବୁଲ୍ ଏୟାରପୋର୍ଟ । ଭୟରରେ ଅନେକ ଦେଶବସୀ ଦେଶଛାଡ଼ି ଚାଲିଯାଉଛନ୍ତି । କାବୁଲ ବିମାନବନ୍ଦରରେ ଦିନକୁ ଦିନ ସ୍ଥିତି ଅତି ଭୟଙ୍କର ହେବାରେ ଲାଗିଛି । ଦେଶ ଛାଡ଼ିବାକୁ ତାଲିବାନ ଦେଇଥିବା ସମୟ ଅଗଷ୍ଟ ୩୧ ହୋଇଥିବାବେଳ ଧାର୍ଯ୍ୟ ସମୟର ୨୪ଘଣ୍ଟା ପୂର୍ବରୁ ଆମେରିକା ସେନା ଦେଶ ଛାଡ଼ିବା ପରେ କାବୁଲ୍ ଏୟାରପୋର୍ଟକୁ ଦଖଲକୁ ନେଇଛି ତାଲିବାନ ।

କାବୁଲ ଏୟାରପୋର୍ଟ ଦଖଲ ପରେ ସେଲିବ୍ରେସନ କରିଛି ତାଲିବାନ ଗୋଷ୍ଠୀ । ଆକାଶକୁ ବ୍ଳାଙ୍କ ଫାୟାରିଂ କରି ସେଲିବ୍ରେସନ କରୁଛି ତାଲିବାନ । ଘୋଷଣା ଅନୁଯାୟୀ ୨୦ ବର୍ଷ ପରେ ଆମେରିକା ସେନା ଆଫଗାନିସ୍ତାନରୁ ସଂପୂର୍ଣ୍ଣ ଓହରି ଆସିଛନ୍ତି । ଶାନ୍ତି ରକ୍ଷା ପାଇଁ ଆଫଗାନିସ୍ତାନ ଯାଇଥିବା ଆମେରିକା ସେନାଙ୍କ ମଧ୍ୟରୁ ୨୪୬୧ ଜଣ ପ୍ରାଣ ହରାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ