Masthead

କରୋନା ଗାଇଡ ଲାଇନକୁ ଫୁ କଲେ ଶତାଧିକ ଲୋକ

ଚୁପ୍ ବସିଛି ପ୍ରଶାସନ

କରୋନା ମହାମାରୀକୁ ଅକ୍ତିଆର ଭିତରେ ରଖିବା ପାଇଁ ରାଜ୍ୟ ସରକାର କିଛି ଗାଇଡ ଲାଇନ ପ୍ରସ୍ତୁତ କରିଛନ୍ତି । ଗାଇଡ ଲାଇନକୁ ଜୋରଦାର ଓ ଅମାନିଆଙ୍କୁ ତାଗିଦ୍ କରିବା ପାଇଁ ପୋଲିସ ପ୍ରଶାସନକୁ ସରକାର ଦାୟିତ୍ଵ ମଧ୍ୟ ଦେଇଥିଲେ । ପୋଲିସ ମଧ୍ୟ ତାର ଦାୟିତ୍ଵ ତୁଲାଇବାରେ ତତ୍ପରତା ଦେଖାଉଥିଲେ ମାତ୍ର ଆଜି ବିଜେଡିର ଲୋକପ୍ରିୟ ବିଧାୟକଙ୍କ ବିୟୋଗ ସାରା ରାଜ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା ମାତ୍ର କରୋନା କଟକଣା ନିୟମ ଲାଗୁ ହୋଇଥିଲେ ମଧ୍ୟ ଖୁଲମଖୁଲା ଉଲ୍ଲଘଂନ କରିଛନ୍ତି ଶତାଧିକ ଲୋକ । ନା ଅଛି ମୁହଁରେ ମାସ୍କ ନା ଅଛି ସାମାଜିକ ଦୂରତା । ପୋଲିସର ଛବି ବି ଦେଖିବାକୁ ମିଳୁନି ଶବ ଶୋଭାଯାତ୍ରାରେ । ଜଣେ ଲୋକପ୍ରିୟ ଜନନାୟକଙ୍କୁ ଶେଷ ଦର୍ଶନ କରିବାକୁ ସମସ୍ତଙ୍କ ଇଚ୍ଛା, ମାତ୍ର କରୋନା କଟକଣା ନିୟମକୁ ମାନି ଗାଇଡ ଲାଇନକୁ ପାଳନ କରି ସମସ୍ତେ ସୁରକ୍ଷିତ ରଖିବା ଦରକାର । ବୋଧହୁଏ ବିଜେଡି କର୍ମୀ (ପିପିଲିବାସୀ) ଭୁଲି ଯାଇଛନ୍ତି ନା ଜାଣିଶୁଣି ନିୟମକୁ ଉଲ୍ଲଘଂନ କରୁଛନ୍ତି , ତାହା ବର୍ତମାନ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ସାରା ରାଜ୍ୟ ପାଇଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ