Masthead

ହେଲପ ବଡ଼ ଖବର ଅଭିଯାନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବଡ଼ ଖବର । ଲୋକଙ୍କ ଚ୍ୟାନେଲକୁ ଚଳାଇବାର ଦାୟିତ୍ୱ ଆପଣମାନଙ୍କର । ସାଢେ ଚାରିକୋଟି ଜନତାଙ୍କର । ହେଲେ ଚ୍ୟାନେଲ ଚଳାଇବାକୁ ହେଲେ ଅର୍ଥର ଆବଶ୍ୟକତା ଅଛି । ବଡ଼ ଖବରକୁ ସାହାର୍ଯ୍ୟ କରନ୍ତୁ । ଆପଣଙ୍କ କିଞ୍ଚିତ ସାହାଯ୍ୟ ଏକ ନିରପେକ୍ଷ ଗଣମାଧ୍ୟମକୁ ବଞ୍ଚାଇପାରିବ ।

ଲୋକଙ୍କ କଥା କହୁଛି ‘ବଡ଼ ଖବର’ । ଦଳିତ ନିସ୍ପେଷିତଙ୍କ ସ୍ୱର ସାଜିଛି ଲୋକଙ୍କ ଚ୍ୟାନେଲ । ହେଲେ ଏହାକୁ ଚଳାଇବାର ଦାୟିତ୍ୱ ଆପଣମାନଙ୍କର । ସାଢେ ଚାରିକୋଟି ଜନତାଙ୍କର । କାରଣ ଏହାର ମାଲିକ ନା ପଞ୍ଜିପତି ନା ରାଜନେତା । ଏହାର ମୁଖିଆ ପ୍ରଭୁ ଶ୍ରୀଜଗନ୍ନାଥ । ଜଗତପତି କାଳିଆସାଆନ୍ତ । ହେଲେ ବଡ଼ ଖବରକୁ ଚଳାଇବାକୁ ହେଲେ ଅର୍ଥର ଆବଶ୍ୟକତା ରହିଛି । ଯେଉଁଥିପାଇଁ ‘ହେଲପ୍ ବଡ଼ ଖବର ଅଭିଯାନ’ ଆରମ୍ଭ କରିଛି ଲୋକଙ୍କ ଚ୍ୟାନେଲ ।

‘ହେଲପ ବଡ଼ ଖବର ଅଭିଯାନ’ ଆରମ୍ଭ ହୋଇସାରିଛି । ପ୍ରତ୍ୟେକ ମାସ ୭ ତାରିଖରେ ପାଳନ ହେଉଛି ‘ବଡ଼ ଖବର’ ଦିବସ । ଏହି ଦିନରେ ଆପଣଙ୍କ ପାଖକୁ ଆମ ଟିମ୍ ପହଞ୍ଚିବ । ଆପଣଙ୍କ କିଞ୍ଚିତ ସାହାଯ୍ୟ ଏକ ନିରପେକ୍ଷ ଗଣମାଧ୍ୟମକୁ ବଞ୍ଚାଇପାରିବ ।

ଲୋକଙ୍କ ଚ୍ୟାନେଲକୁ ସାହାଯ୍ୟ କରନ୍ତୁ । ଗଣତନ୍ତ୍ରକୁ ସୁଦୃଢ କରନ୍ତୁ । ଆମ ନମ୍ବର ହେଉଛି ୬୩୭୦୭୦୧୨୦୧କୁ ଫୋନ ପେ’, ଗୁଗଲ ପେ, ପେଟିଏମ୍, ଆମାଜନ ପେ ଜରିଆରେ ମଧ୍ୟ ସହାୟତା କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼