Masthead

କେନ୍ଦୁଝରରେ ‘ବଡ଼ ଖବର’ ହେଲପ ଅଭିଯାନ, ଆପଣ ନିଶ୍ଚୟ ଆସିବେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):୨୪ଘଣ୍ଟିଆ ଓଡ଼ିଆ ସ୍ୟାଟେଲାଇଟ୍ ନ୍ୟୁଜ ଚ୍ୟାନେଲ ‘ବଡ଼ ଖବର’ । ସାଧାରଣ ଲୋକଙ୍କ ସ୍ୱର ପାଲଟି ଥିବା ‘ବଡ଼ ଖବର’ ଆଗକୁ ବଢୁଛି । ଜଗତରନାଥ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ସାଢେ ଚାରିକୋଟି ଓଡ଼ିଆଙ୍କ ଭଲ ପାଇବା ‘ବଡ଼ ଖବର’ର ପୁଞ୍ଜି । ଲୋକଙ୍କ କଥା କହୁଥିବା ‘ବଡ଼ ଖବର’ ଚାହୁଁଛି ଆପଣଙ୍କ ସହଯୋଗ । ପ୍ରତି ମାସର ୭ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବ୍ଲକରେ ଆୟୋଜିତ ହେଉଛି ହେଲପ ‘ବଡ଼ ଖବର’ ଅଭିଯାନ ବା ‘ବଡ଼ ଖବର’ ଦିବସ ।

ଏହି କ୍ରମରେ ମଙ୍ଗଳବାର ଘଟଗାଁ ତାରିଣୀଙ୍କ ପୀଠରେ ଆୟୋଜିତ ହେବ ‘ବଡ଼ ଖବର’ ଦିବସ । ସକାଳ ୯ଟାରେ ମା’ ତାରିଣୀ ମନ୍ଦିର ପାଲାମଣ୍ଡପ ଘଟଗାଁରେ ଆୟୋଜିତ କାର୍ଯ୍ୟକ୍ରମକୁ ‘ବଡ଼ ଖବର’ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଉଦଘାଟନ କରିବେ । ଆପଣ ନିଶ୍ଚୟ ଆସିବେ । ସହଯୋଗ କରିବେ । ଠିକ୍ ଅପରାହ୍ନ ୫ଟାରେ ଗୁଜୁରାଟୀ ସମାଜ ମଣ୍ଡପ କେନ୍ଦୁଝରରେ ‘ବଡ଼ ଖବର’ ଦିବସ ଆୟୋଜିତ ହେବ । ଆପଣ ଆସନ୍ତୁ । ନିଶ୍ଚୟ ଆସନ୍ତୁ । ସହଯୋଗର ହାତ ବଢାନ୍ତୁ । ‘ବଡ଼ ଖବର’ ଆଗକୁ ବଢିବାରେ ସହଯୋଗ କରନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ