Masthead

ସ୍ୱାସ୍ଥ୍ୟ ବିଭାଗର ଦାରୁଣ ଚିତ୍ର

ଶୁଳିଆପଦା (ବଡ଼ ଖବର ବ୍ୟୁରୋ): ସ୍ୱାସ୍ଥ୍ୟ ବିଭାଗର ଦାରୁଣ ଚିତ୍ର । ଆହତ ପତ୍ନୀଙ୍କୁ ପଲିଥିନ ଘୋଡେଇ ଟ୍ରଲିରେ ଟାଣି ଟାଣି ଡାକ୍ତରଖାନା ନେଲେ ସ୍ୱାମୀ । ବର୍ଷା ସମୟରେ ନିଜ ଅସୁସ୍ଥ ପତ୍ନୀଙ୍କୁ ପଲିଥିନ ଘୋଡ଼ାଇ ଟ୍ରଲିରେ ଟାଣି ଟାଣି ନେବା ଦୃଶ୍ୟ ମୟୂରଭଞ୍ଜ ରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏଭଳି ଅଭାବନୀୟ ଘଟଣା ଦେଖିବାପାଇଁ ମିଳିଛି ଶୁଳିଆପଦା ବ୍ଲକର ଉଫାଲଗଡିଆ ପଞ୍ଚାୟତର ଭଣ୍ଡାରିଶୋଳ ଗ୍ରାମରେ ।

ଗ୍ରାମର ବିଶ୍ଵନାଥ ହାଁସଦାଙ୍କ ପତ୍ନୀ ପାଖ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇ ଏକ ଖାଲରେ ପଡିଯାଇଥିଲେ। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନା ନେବା ପାଇଁ କାହାରି ସହାୟତା ପାଇ ନଥିଲେ । ବୃଦ୍ଧ ଜଣକ ତୁରନ୍ତ ଏକ ଟ୍ରଲିରେ ୭ କିଲୋମିଟର ଚିକିତ୍ସା ପାଇଁ ନେଇଥିଲେ । ଲଗାଣ ବର୍ଷାରେ କାଳେ ସ୍ତ୍ରୀଙ୍କ ଦେହ ଆହୁରି ଅସୁସ୍ଥ ହୋଇଯିବ ବୋଲି ଦେହ ସାରା ଜରି ଗୁଡ଼ାଇ ଟ୍ରଲିକୁ ଟାଣିଟାଣି ଡାକ୍ତରଖାନା ଆସିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା