Masthead

ଗଞ୍ଜେଇ ଜବତ, ମା-ପୁଅଙ୍କ ସମେତ ତିନି ଗିରଫ

ନାଉଗାଁ (ବଡ଼ ଖବର ବ୍ୟୁରୋ): ବିପୁଳ ପରିମାଣର ଗଞ୍ଜେଇ ଜବତ । ମା-ପୁଅଙ୍କ ସମେତ ତିନି କୋର୍ଟ ଚାଲାଣ। ନାଉଗାଁ ଥାନା ଗଙ୍ଗଦା ବଜାର ନିକଟରେ ଚୋରା ଗଞ୍ଜେଇ ନେଇ ଯାଉଥିବା ବାଲିକୁଦା ଥାନା ଇଶ୍ଵରପୁର ଗ୍ରାମର ମନୋଜ ଲେଙ୍କାଙ୍କୁ ପୋଲିସ ଗିରଫ କରିଛି । ଗଞ୍ଜେଇ ସହ ତାଙ୍କ ସ୍କୁଟିକୁ ଜବତ କରି ପୋଲିସ ତଦନ୍ତ ଜାରି ରଖିଥିଲା ।

ପରେ ପରେ ଏହି ଚୋରା ଗଞ୍ଜେଇ କାରବାରରେ ମନୋଜଙ୍କୁ ତାଙ୍କ ମା ଓ ସାଙ୍ଗ ସାହାଯ କରୁଥିବା ଜାଣିବା ପରେ ପୋଲିସ ସେମାନଙ୍କୁ ଗିରଫ କରିଛି । ଦୁଇ ଜଣଙ୍କୁ ଥାନାକୁ ମଧ୍ୟ ଅଣାଯାଇଥିଲା।ଆଜି ତିନିଜଣଙ୍କୁ ଡାକ୍ତରୀ ପରୀକ୍ଷା କରିବା ପରେ ଜବତ କରାଯାଇଥିବା ଗଞ୍ଜେଇର ପରିମାଣ ୧୦ କେଜି ୫୦୦ ଗ୍ରାମ ବୋଲି ପୋଲିସ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି