Masthead

ଜମିପଟା ନାଁରେ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ମୁଖ୍ୟମନ୍ତ୍ରୀ

ଯୋଡ଼ା (ବଡ଼ ଖବର ବ୍ୟୁରୋ): ଜମିପଟା ନାଁରେ ଲୋକଙ୍କୁ  ଭୂଆଁ ବୁଲାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଟିରେ ମିଶିବ ୫୯ ଘର । ବାସହରା ହେବେ କୋଇଲା ହଟିଙ୍ଗ ଓ ପାଗଳା ହଟିଙ୍ଗର ୫୯ ଟି ପରିବାର । କିଛିଦିନ ପୂର୍ବରୁ ଜମି ଅଧିକାର ଆଇନ ବଳରେ ଆରମ୍ଭ ହେଲା ” ଜାଗା ମିଶନ ” । ଏହି ମିଶନରେ ଯୋଡ଼ା ପୌରାଞ୍ଚଳର ୧୪ ଟି ୱାଡ଼ରେ ୫୩୯ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଥିଲା ।

ହେଲେ ଜମି ଅଧିକାର ଆଇନର ଯୋଗ୍ୟ ଲୋକମାନଙ୍କୁ ରେଳ ବିଭାଗ ୪୮ ଘଣ୍ଟା ଭିତରେ ଘର ଖାଲି କରିବାକୁ ନୋଟିସ ଦେଇଥିଲା । ୧୩ ତାରିଖରେ ବାଂଶପାଣି ରେଳ ଷ୍ଟେସନରେ ଆରପିଏଫ ଯବାନଙ୍କ ମାଡ଼ରେ ଜଣେ ସ୍ଥାନୀୟ ଯୁବକର ମୃତ୍ୟୁ ଘଟିଥିଲା । ଏହାର ପ୍ରତିବାଦରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ ଲୋକେ ଆରପିଏଫ ଯବାନଙ୍କୁ ଆକ୍ରମଣ କରିବା ସହିତ ଷ୍ଟେସନରେ ଅନେକ ଭଙ୍ଗା ରୁଜା କରିଥିଲେ । ପରେ ଆକ୍ସନ ମୁଡ଼କୁ ଆସିଥିଲା ରେଳ ବିଭାଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ କଳା ସଂସ୍କୃତିରେ ବିଭୋର ହୋଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ 🔴 କେତନ୍ ହତ୍ୟାକାଣ୍ଡରେ ନୂଆ ଟୁଇଷ୍ଟ୍ 🔴 ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ୭ ତାରିଖ ଯାଏ  ପ୍ରବଳ ବର୍ଷା ! 🔴 ଏସଆଇ ପରୀକ୍ଷାର୍ଥୀଙ୍କ ପାଇଁ ଏକ ବଡ ସୂଚନା 🔴 ଗ୍ୟାସ୍ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିକର ଖବର 🔴 ଇଂଲଣ୍ଡ ବିପକ୍ଷ ଟି୨୦, ବୈଭବଙ୍କ ଉପରେ ନଜର 🔴 ଧୀରଜ ସେଠ ହେଲେ ସ୍ଥଳ ସେନାମୁଖ୍ୟ 🔴 ଥାର୍ ପରେ ଗନ କେଳେଙ୍କାରୀ, ସିଏଜି ଧରିଲେ ଦୁର୍ନୀତି 🔴 ମୋଦୀ ଡ଼କାଇଲେ ବୈଠକ ମନ୍ତ୍ରୀଙ୍କ ଛାତି ଧଡ଼ଧଡ଼ 🔴 ଭାରତୀୟ କଳା ସଂସ୍କୃତିରେ ବିଭୋର ହୋଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ 🔴 କେତନ୍ ହତ୍ୟାକାଣ୍ଡରେ ନୂଆ ଟୁଇଷ୍ଟ୍ 🔴 ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ୭ ତାରିଖ ଯାଏ  ପ୍ରବଳ ବର୍ଷା ! 🔴 ଏସଆଇ ପରୀକ୍ଷାର୍ଥୀଙ୍କ ପାଇଁ ଏକ ବଡ ସୂଚନା 🔴 ଗ୍ୟାସ୍ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିକର ଖବର 🔴 ଇଂଲଣ୍ଡ ବିପକ୍ଷ ଟି୨୦, ବୈଭବଙ୍କ ଉପରେ ନଜର 🔴 ଧୀରଜ ସେଠ ହେଲେ ସ୍ଥଳ ସେନାମୁଖ୍ୟ 🔴 ଥାର୍ ପରେ ଗନ କେଳେଙ୍କାରୀ, ସିଏଜି ଧରିଲେ ଦୁର୍ନୀତି 🔴 ମୋଦୀ ଡ଼କାଇଲେ ବୈଠକ ମନ୍ତ୍ରୀଙ୍କ ଛାତି ଧଡ଼ଧଡ଼